‘ନେଟ୍‌ସର୍ଫ ନେଟଓ୍ଵର୍କ’ର ୨ଟି ନୂଆ ଉତ୍ପାଦ

ଭୁବନେଶ୍ୱର: ଘର ସଫା କରିବା ପାଇଁ ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ଦୁଇଟି ସାମଗ୍ରୀକୁ ନେଟସର୍ଫ ନେଟ୍‌ଓ୍ଵର୍କ ପକ୍ଷରୁ ଉନ୍ମୋଚନ କରାଯାଇଛି। ତାହା ହେଊଛି ମଲ୍‌ଟି ପରପସ୍‌ ହୋମ୍‌ କ୍ଲିନର୍‌ ଓ ଫେବ୍ରିକ୍‌ ଓ୍ଵାସ୍‌ ଆଣ୍ଡ୍‌ କଣ୍ଡିସନର୍‌। ପ୍ରଥମ ଉତ୍ପାଦକୁ ଘରର ବିଭିନ୍ନ ସାମଗ୍ରୀ ଓ ଚଟାଣ ସଫା କରିବାରେ ବ୍ୟବହାର କରାଯିବ। ଏହାର ୫୦୦ ଏମ୍‌ଏଲ୍‌ ମୂଲ୍ୟ ୩୭୫ ଟଙ୍କା ରହିଛି। ଅନ୍ୟଟି କପଡ଼ା ସଫା କରିବାରେ ବ୍ୟବହାର ହେବ।

ସମ୍ବନ୍ଧିତ ଖବର