ଭୁବନେଶ୍ବର,: ବଜାର୍ କୋଲକାତା ପକ୍ଷରୁ ବଲାଙ୍ଗୀରରେ ଏକ ନୂଆ ସୋ’ରୁମ୍ ଖୋଲାଯାଇଛି। ଦୁଇ ମହଲା ବିଶିଷ୍ଟ ଏହି ସୋ’ରୁମ୍ରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ଉନ୍ନତ ମାନର ଫେସନ୍ ସାମଗ୍ରୀ କିଣିବାର ସୁଯୋଗ ପାଇବେ। ଏଠାରେ ପୋଷାକ, ଘରକରଣା ସାମଗ୍ରୀ ଓ ଆକ୍ସେସୋରିଜ୍ ଆଦି ବିକ୍ରି କରାଯାଉଛି। ୨୦ ଟଙ୍କା ଭଳି କମ୍ ମୂଲ୍ୟରେ ଆକ୍ସେସୋରିଜ୍ ଓ ୫୦ ଟଙ୍କାରେ ପୁରୁଷ ପୋଷାକ ଉପଲବ୍ଧ ହେଉଛି। ଏହି ଅବସରରେ ବଜାର୍ କୋଲକାତାର ମାର୍କେଟିଂ ମୁଖ୍ୟ ଉମେଶ ଶର୍ମା ଉପସ୍ଥିତ ଥିଲେ।
ବଜାର୍ କୋଲାକାତା ଖୋଲିଲା ନୂଆ ସୋ’ରୁମ୍
/sambad/media/post_attachments/wp-content/uploads/2018/10/bazar-kolkata.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)