ବଜାର୍‌ କୋଲାକାତା ଖୋଲିଲା ନୂଆ ସୋ’ରୁମ୍

ଭୁବନେଶ୍ବର,: ବଜାର୍ କୋଲକାତା ପକ୍ଷରୁ ବଲାଙ୍ଗୀରରେ ଏକ ନୂଆ ସୋ’ରୁମ୍ ଖୋଲାଯାଇଛି। ଦୁଇ ମହଲା ବିଶିଷ୍ଟ ଏହି ସୋ’ରୁମ୍‌ରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ଉନ୍ନତ ମାନର ଫେସନ୍ ସାମଗ୍ରୀ କିଣିବାର ସୁଯୋଗ ପାଇବେ। ଏଠାରେ ପୋଷାକ, ଘରକରଣା ସାମଗ୍ରୀ ଓ ଆକ୍‌ସେସୋରିଜ୍ ଆଦି ବିକ୍ରି କରାଯାଉଛି। ୨୦ ଟଙ୍କା ଭଳି କମ୍ ମୂଲ୍ୟରେ ଆକ୍‌ସେସୋରିଜ୍ ଓ ୫୦ ଟଙ୍କାରେ ପୁରୁଷ ପୋଷାକ ଉପଲବ୍ଧ ହେଉଛି। ଏହି ଅବସରରେ ବଜାର୍ କୋଲକାତାର ମାର୍କେଟିଂ ମୁଖ୍ୟ ଉମେଶ ଶର୍ମା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର