ବଜାରରେ ନୂଆ କ୍ଲିନର୍‌ ଉତ୍ପାଦ ‘ଡ୍ରାଏ୍ ଟ୍ୟାବ୍‌’

କଟକ,: ଟଏଲେଟ୍‌ରେ ବ୍ୟବହାର କରାଯାଉଥିବା ଏକ ନୂତନ ଉତ୍ପାଦ ‘ଡ୍ରାଏ ଟ୍ୟାବ୍‌’କୁ ଉନ୍ମୋଚନ କରାଯାଇଛି। ‌ପାଇଖାନାକୁ ସଫା ରଖିବା ସହିତ ଜୀବାଣୁମୁକ୍ତ କରିବାରେ ଏହା ସାହାଯ୍ୟ କରିଥାଏ। ପ୍ରତ୍ୟକ ଥର ପାଇଖାନା ଫ୍ଲସ୍‌ କରିବା ବେଳେ ଏହା ଜୀବାଣୁନାଶ କରିଥାଏ। ଏହାକୁ ସ୍ବୟଂଚାଳିତ ଟଏଲେଟ୍‌ କ୍ଲିନର୍‌ ଭାବେ ବ୍ୟବହାର କରାଯାଇପାରିବ। ଏକ ହଜାର ଫ୍ଲାସ୍‌ ପର୍ଯ୍ୟନ୍ତ ଏହା କାମ କରିବ। ଖୁବ୍‌ଶୀଘ୍ର ଏହା ଓଡ଼ିଶା ବଜାରରେ ଉପଲବ୍ଧ ହେବ ବୋଲି କଂପାନିର ସୁପର ଷ୍ଟକିଷ୍ଟ୍ ସ୍ପାର୍କଲ୍‌ ଟୁଲସ୍‌ ଆଣ୍ଡ୍‌ ହାର୍ଡଓୟାରର ଅଧ୍ୟକ୍ଷ ସୌମେନ୍ଦ୍ର ନାରାୟଣ ଓ ପ୍ରମୋଦ କୁମାର ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର