ସୁଜୁକି ସୁପର ସେଲସ୍‌ର ନୂଆ ସବ୍‌-ଡିଲର

ଭୁବନେଶ୍ୱର: ସୁଜୁକି ସୁପର ସେଲ୍‌ସର ନୂଆ ସବ୍‌ ଡିଲର୍‌ ‘ସୁଜୁକି ଅଟୋ ରାଇଡର’ ରାମଚଣ୍ଡି ମନ୍ଦିର ନିକଟସ୍ଥ ଚାନ୍ଦପୁରଠାରେ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ୩୦୦୦ ଲୋକଙ୍କ ସମାଗମ ହୋଇଥିଲା ଏବଂ ୩ ଜଣ ଗ୍ରାହକ ନଗଦ ଟଙ୍କା ଦେଇ ଗାଡ଼ି କିଣିଥିଲେ। ଏହି ସୋ’ରୁମ୍‌କୁ ଓଲିଉଡ୍‌ ଅଭିନେତ୍ରୀ ମିସ୍‌ ଶିବାନୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସୁଜୁକି ସୁପର ସେଲ୍‌ସର ମହାପ୍ରବନ୍ଧକ ସୋମନାଥ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର