କୋଲକାତା : ଦୀପକ ରାଇଜାଦାଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ହାନେମ୍ୟାନ୍ ହୋମିଓ ରିସର୍ଚ୍ଚ ଲାବୋରେଟୋରି ପକ୍ଷରୁ ବିବିଡି ବାଗ୍ରେ ନୂଆ ହୋମିଓପାଥି ସୋ’ରୁମ୍ ଆଲ୍ଫା ହୋମିଓ ଖୋଲାଯାଇଛି। ହୋମିଓପାଥି ଔଷଧକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି କଂପାନି ଏହି ପଦକ୍ଷେପ ଗ୍ରହଣ କରିଛି। ହୋମିଓପାଥି ଔଷଧ ସହ ରାଇଜାଦା ଛଅ ଦଶଦ୍ଧିରୁ ଅଧିକ ସମୟ ଜଡ଼ିତ ରହିଛନ୍ତି। ହୋମିଓପାଥି ଔଷଧର ଅଗ୍ରଣୀ ସଂସ୍ଥା ଆଲେନ୍ ଲାବୋରେଟୋରିଜ୍ ସହ ଦୀପକଙ୍କ ବାପା ବିଜୟ ରାଇଜାଦାଙ୍କ ବହୁତ ଭଲ ସମ୍ପର୍କ ଥିଲା। ଆଲେନ୍ ଗ୍ରୁପ୍ର ପ୍ରତିଷ୍ଠାତା ଡକ୍ଟର ଜି ପି ସରକାର ନୂଆ ସୋ’ରୁମ୍ ଉଦ୍ଘାଟନଅବସରରେ ଯୋଗ ଦେଇଥିଲେ।
ନୂଆ ହୋମିଓପାଥି ସୋ’ରୁମ୍ ‘ଆଲ୍ଫା ହୋମିଓ’
/sambad/media/post_attachments/wp-content/uploads/2023/03/ALFA-Homio.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)