ଭୁବନେଶ୍ବର: ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ନୂଆ ସ୍ମାର୍ଟଫୋନ୍ ନୋକିଆ ୨.୨କୁ ଉନ୍ମୋଚନ କରାଯାଇଛି। ଏଥଇିରେ ୫.୭ ଇଞ୍ଚ ସ୍କ୍ରିନ୍, ବାୟୋମେଟ୍ରିକ୍ ଫେସ୍ ଅନ୍ଲକ୍ ସୁବିଧା ଓ ଆଣ୍ଡ୍ରଏଡ୍ ୯ ପାଇ ଅପରେଟିଂ ସିଷ୍ଟମ୍ ରହିଛି। ଦୁଇଟି ଭାରିଆଣ୍ଟ୍ରେ ଏହା ଉପଲବ୍ଧ ହେଉଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୭୬୯୯ ଟଙ୍କା ରହିଛି। ଆଜି ଠାରୁ ଏହାର ବିକ୍ରି ଅନଲାଇନ୍ ଓ ଷ୍ଟୋର୍ଗୁଡ଼ିକରେ ଆରମ୍ଭ ହୋଇଛି।
ନୋକିଆର ନୂଆ ସ୍ମାର୍ଟଫୋନ୍
/sambad/media/post_attachments/wp-content/uploads/2019/06/digikomp.jpg)