ନୋକିଆର ନୂଆ ଫୋନ୍

ଭୁବନେଶ୍ବର: ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ପକ୍ଷରୁ ଭାରତରେ ନୋକିଆ ୩.୧ ପ୍ଲସ ଓ ନୋକିଆ ୮୧୧୦ ସ୍ମାର୍ଟଫୋନର ଉନ୍ମୋଚନ କରାଯାଇଛି। ନୋକିଆ ୩.୧ ପ୍ଲସର ମୂଲ୍ୟ ୧୧,୪୯୯ ଟଙ୍କା ଥିବାବେଳେ ଆସନ୍ତା ୧୯ ତାରିଖରୁ ଏହି ଫୋନ୍‌ ଅଗ୍ରଣୀ ରିଟେଲର ଓ ନୋକିଆ ଡଟ କମ୍/ଫୋନ୍‌ସରେ ଉପଲବ୍ଧ ହେବ। ନୋକିଆ ୮୧୧୦ ଫୋନ ୫୯୯୯ ଟଙ୍କାରେ ଚଳିତମାସ ୧୪ ତାରିଖରୁ ଉପଲବ୍ଧ ହୋଇଛି।

ସମ୍ବନ୍ଧିତ ଖବର