ନୂଆ ସ୍ୱାଦରେ ପାସ୍‌ ପାସ୍‌ ପଲସ୍‌

ନୂଆଦିଲ୍ଲୀ: ଡିଏସ୍‌ ଗ୍ରୁପ୍‌ ପକ୍ଷରୁ ଏହାର ଲୋକପ୍ରି୍ରୟ ଚକ୍‌ଲେଟ୍‌ ପାସ୍‌ ପାସ୍‌ ପଲସ୍‌କୁ ନୂତନ ସ୍ୱାଦରେ ବଜାରରେ ଉପଲବ୍ଧ କରାଯାଇଛି। ଗ୍ରାହକମାନେ ଆଗାମୀ ଦିନରେ ସପୁରୀ ସ୍ୱାଦର ପଲସ୍‌ ଚକ୍‌ଲେଟ୍‌ ଖରିଦ କରିପାରିବେ। ପୂର୍ବରୁ କଞ୍ଚା ଆମ୍ବ, ପିଜୁଳି ଏବଂ କମଳା ସ୍ୱାଦରେ ଏହି ଚକୋଲେଟ୍‌ ଉପଲବ୍ଧ ହେଉଛି। ଏହି ନୂତନ ସ୍ୱାଦକୁ ଆମର ଗ୍ରାହକମାନେ ବହୁତ ପସନ୍ଦ କରିବେ ବୋଲି କଂପାନିର ନୂତନ ଉତ୍ପାଦ ବିକାଶ ବିଭାଗର ଉପାଧ୍ୟକ୍ଷ ଶଶାଙ୍କ ସୁରାନା କହିଛନ୍ତି।

ସମ୍ବନ୍ଧିତ ଖବର