ଲଣ୍ଡନ:ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ଗହଣା ବ୍ୟବସାୟୀ ନିରବ ମୋଦୀ ବ୍ରିଟେନର ଏକ ଅଦାଲତରେ ତୃତୀୟ ଥର ପାଇଁ ତାଙ୍କର ଜାମିନ ଆବେଦନ କରିଥିଲେ। କୋର୍ଟ ତାଙ୍କ ଆବେଦନକୁ ଏଥର ମଧ୍ୟ ଖାରଜ କରିଦେଇଛନ୍ତି। ପୂର୍ବରୁ ସେ ଦୁଇ ଥର ଜାମିନ ଆବେଦନ କରିଥିଲେ ମଧ୍ୟ ବିଚାରପତି ତାଙ୍କ ଜାମିନ ଆବେଦନକୁ ଦୁଇଥର ଯାକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ତୃତୀୟ ଥର ନିରବଙ୍କ ଜାମିନ ଆବେଦନ ଖାରଜ
/sambad/media/post_attachments/wp-content/uploads/2019/05/nirav-modi-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)