ନିରବଙ୍କ ରିମାଣ୍ଡ ୧୯ ପର୍ଯ୍ୟନ୍ତ ବଢ଼ିଲା

ଲଣ୍ଡନ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ଗହଣା ବ୍ୟବସାୟୀ ନିରବ ମୋଦୀଙ୍କ ରିମାଣ୍ଡ ଅବଧି ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଜି ତାଙ୍କର ଶୁଣାଣି ହୋଇଥିଲା। ତେବେ ବିଚାରପତି ତାଙ୍କ ରିମାଣ୍ଡ ଅବଧିକୁ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ସେହିଦିନ ତାଙ୍କ ମାମଲାର ଜାମିନ ମାମଲାର ପୁଣି ଶୁଣାଣି ହେବ।

ସମ୍ବନ୍ଧିତ ଖବର