ଭୁବନେଶ୍ୱର: ପ୍ରାଇସ୍ ଓ୍ଵାଟର୍ହାଉସ୍ କୁପର୍ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ହିନ୍ଦୁସ୍ତାନ ଟାଇମସ୍ ଗ୍ରୁପ୍ ପକ୍ଷରୁ ନବରତ୍ନ ବର୍ଗରେ ଏନ୍ଏଲ୍ସି ଇଣ୍ଡିଆକୁ ଦ୍ରୁତ ଅଭିବୃଦ୍ଧିଶୀଳ ପିଏସ୍ୟୁ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ହିନ୍ଦୁସ୍ତାନ ରତ୍ନ ପିଏସ୍ୟୁ ଆଓ୍ଵାର୍ଡ କାର୍ଯ୍ୟକ୍ରମରେ କଂପାନିର ସିଏମ୍ଡି ଡକ୍ଟର ଶରତ କୁମାର ଆଚାର୍ଯ୍ୟ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର
ଏନ୍ଏଲ୍ସିକୁ ପୁରସ୍କାର
/sambad/media/post_attachments/wp-content/uploads/2018/06/HH-PSU-award-18.jpg)