ନୋକିଆର ନୂଆ ଫୋନ୍ ୧୧୦

ଭୁବନେଶ୍ବର : ଏଚ୍‌ଏମ୍‌ଡି ଗ୍ଲୋବାଲ୍ ତରଫରୁ ନୂଆ ନୋକିଆ ୧୧୦କୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ଏକ ଫିଚର୍‌ ଫୋନ୍। ଏଥିରେ ଏମ୍‌ପି୩ ପ୍ଲେୟାର, ଏଫ୍ଏମ୍ ରେଡିଓ, ଗେମ୍ ଆଦି ସୁବିଧା ରହିଛି। ଏଥିରେ ୩୨ଜିବିର ମେମୋରି କାର୍ଡ ବ୍ୟବହାର କରାଯାଇପାରିବ। ଏଥି‌ରେ ଥିବା ବ୍ୟାଟେରି ବେଶ ଶକ୍ତିଶାଳୀ। ଥରେ ଚାର୍ଜ କଲେ ୨୭ ଘଣ୍ଟା ପର୍ଯ୍ୟନ୍ତ ମ୍ୟୁଜିକକୁ ଉପଭୋଗ କରିହେବ।

ସମ୍ବନ୍ଧିତ ଖବର