ନୋକିଆ ୫.୧ ପ୍ଲସ୍‌ର ନୂଆ ମଡେଲ୍

ଭବନେଶ୍ବର: ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ନୋକିଆ ୫.୧ ପ୍ଲସ୍‌ର ଉଚ୍ଚ ମେମୋରି ବିଶିଷ୍ଟ ମଡେଲ୍‌କୁ ଉନ୍ମୋଚନ କରାଯାଇଛି। ଏହା ୬/୬୪ ଜିବି ଏବଂ ୪/୬୪ ଜିବି ଭାରିଆଣ୍ଟ୍‌ରେ ଉପଲବ୍ଧ ହେଉଛି। ତିନିଟି ରଙ୍ଗରେ ଉପଲବ୍ଧ ହେଉଥିବା ଏହି ଫୋନ୍‌ର ମୂଲ୍ୟ ୧୪,୪୪୯ ଟଙ୍କା ରହିଛି। ଏହା ଉଭୟ ଅନଲାଇନ୍‌ ଓ ଷ୍ଟୋର୍‌ଗୁଡ଼ିକରେ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର