ନୂଆଦିଲ୍ଲୀ: ଦୂରସଂଚାର ଉପକରଣ ନିର୍ମାତା ନୋକିଆ ଓ ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସ୍ସି) ବେଙ୍ଗାଲୁରୁ ମିଳିତଭାବେ ୬ଜି ସଂପର୍କିତ ପ୍ରଯୁକ୍ତି ଓ ସେବା ଉପରେ ମିଳିତଭାବେ ଗବେଷଣା କରିବେ। ନୋକିଆ ଓ ଆଇଆଇଏସ୍ସି, ବେଙ୍ଗାଲୁରୁ ମଧ୍ୟରେ ଆଜି ରାଜିନାମା ସ୍ବାକ୍ଷର ହୋଇଛି। ମୁଖ୍ୟତଃ ୬ଜି ପ୍ରଯୁକ୍ତି, ୬ଜି ଆର୍କିଟେକଚର ଏବଂ ୬ଜି ଏୟାର ଇଣ୍ଟରଫେସ୍ରେ ମେସିନ ଲର୍ଣ୍ଣିଂର ବ୍ୟବହାରକୁ ଆଗକୁ ବଢ଼ାଇବେ। ବେଙ୍ଗାଲୁରୁଠାରୋ ନୋକିଆ ପକ୍ଷରୁ ନୂଆକରି ଖୋଲାଯାଇଥିବା ୬ଜି ପରୀକ୍ଷାଗାରରେ ଏଥିପାଇଁ କାର୍ଯ୍ୟ ହେବ।
୬ଜି ଉପରେ ଗବେଷଣା କରିବେ ନୋକିଆ ଓ ଆଇଆଇଏସ୍ସି
/sambad/media/post_attachments/wp-content/uploads/2024/02/sfhsfhfsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)