ନୋକିଆର ନୂଆ ୮.୧ ସ୍ମାର୍ଟଫୋନ୍

0

ଭୁବନେଶ୍ବର: ଏଚଏମଡି ଗ୍ଲୋବାଲ ପକ୍ଷରୁ ଭାରତ ବଜାରରେ ନୋକିଆର ନୂଆ ୮.୧ ଫୋନ ବଜାର ପ୍ରବେଶ କରାଯାଇଛି। ୬ଜିବି ରାମ୍/୧୨୮ ଜିବି ରମ୍ ଭାରିଆଣ୍ଟରେ ଏହି ଫୋନ୍ ଆସିଛି। ଚଳିତମାସ ୬ ତାରିଖରୁ ଏହି ଫୋନ ଭାରତରେ ସ୍ବତନ୍ତ୍ର ଭାବେ ଅନ୍‌ଲାଇନ୍‌ ଓ ଷ୍ଟୋର୍‌ରେ ଉପଲବ୍ଧ ହେବ। ଏହାର ମୂଲ୍ୟ ୨୯୯୯୯ ଟଙ୍କା ରହିଛି। ଏହି ଫୋନ ପ୍ରତି ଗ୍ରାହକଙ୍କ ଆଦ୍ରୁତି ଦେଖାଦେଇଛି ବୋଲି ଏଚଏମଡି ଗ୍ଲୋବାଲର ଉପ ସଭାପତି ତଥା କଣ୍ଟ୍ରି ହେଡ୍ ଅଜୟ ମେହେଟ୍ଟା କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.