ବଜାରରେ ନୋକିଆ ୬.୧ ପ୍ଲସ୍‌, ୫.୧ ପ୍ଲସ୍‌

ଭୁବନେଶ୍ୱର: ନୋକିଆ ବ୍ରାଣ୍ଡ୍‌ ନାମରେ ସ୍ମାର୍ଟଫୋନ୍‌ ବିକ୍ରି କରୁଥିବା ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ପକ୍ଷରୁ ଭାରତୀୟ ବଜାରରେ ନୋକିଆ ୬.୧ ପ୍ଲସ୍‌ ଓ ନୋକିଆ ୫.୧ ପ୍ଲସ୍‌କୁ ଉନ୍ମୋଚନ କରାଯାଇଛି।  ଏହି ଫୋନ୍‌ରେ ଅଲ୍‌ ସ୍କ୍ରିନ୍‌ ଡିଜାଇନ୍‌କୁ ବ୍ୟବହାର କରାଯାଇଛି। ଏହି ଦୁଇ ଫୋନ୍‌ ଅନଲାଇନ୍‌ରେ ଫ୍ଲିପ୍‌କାର୍ଟ ଓ ନୋକିଆ ଡଟ୍‌ କମ୍‌ରେ ଉପଲବ୍ଧ ହୋଇଛି।

ସମ୍ବନ୍ଧିତ ଖବର