ନୂଆଦିଲ୍ଲୀ : ଫୋବର୍ସ ବିଶ୍ବ ସର୍ବୋତ୍ତମ ନିଯୁକ୍ତିଦାତା ସୂଚୀ ୨୦୨୦ରେ ପିଏସ୍ୟୁ ବର୍ଗରେ ଏନ୍ଟିପିସି ପ୍ରଥମ ସ୍ଥାନ ହାସଲ କରିଛି। ଲକ୍ଡାଉନ୍ ଓ ଅନ୍ଲକ୍ ଅବଧିରେ ଏନ୍ଟିପିସିର ଶିକ୍ଷା ଓ ଉନ୍ନୟନ ରଣନୀତି ଯୋଗୁଁ ଡିଜିଟାଇଜେସନ୍ ଓ ଅନ୍ଲାଇନ୍ ପ୍ରଶିକ୍ଷଣ କଂପାନିର କର୍ମଚାରୀଙ୍କୁ ସଶକ୍ତ କରିସାରିଛି। ସେମାନେ ଅଗମ୍ୟ ସ୍ଥାନରେ ରହି ସେବା ପାଇପାରିଛନ୍ତି। ନିଯୁକ୍ତି, ଯୋଗଦାନ, ବିବିଧତା, ଅନ୍ତର୍ଭୁକ୍ତୀକରଣ, ପୁରସ୍କାର ଏବଂ ସ୍ବୀକୃତି କ୍ଷେତ୍ରରେ ଏନ୍ଟିପିସି ଅଭିବନ ଓ କର୍ମଚାରୀ କେନ୍ଦ୍ରୀକ ବ୍ୟବସ୍ଥା ପ୍ରଚଳନ କରିଛି।
ଫୋର୍ବସ ସର୍ବୋତ୍ତମ ନିଯୁକ୍ତିଦାତା ସୂଚୀରେ ଏନ୍ଟିପିସି
/sambad/media/post_attachments/wp-content/uploads/2019/09/ntpc-f.jpg)