ଏନ୍‌ଟିଏସ୍‌ଇରେ ଫିଟ୍‌ଜି ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର,: ସାଇବର ସୁରକ୍ଷାର ଆବଶ୍ୟକତା ପୂରଣ କରିବା ପାଇଁ ଏୟାରଟେଲ୍‌ ଓ ସିମାଣ୍ଟେକ୍‌ କର୍ପୋରେସନ୍‌ ମଧ୍ୟରେ ବୁଝାମଣା ହୋଇଛି। ଚୁକ୍ତି ଅନୁଯାୟୀ ଏୟାରଟେଲ୍‌ ସିମାଣ୍ଟେକ୍‌ ଏଣ୍ଟରପ୍ରାଇଜ ସିକ୍ୟୁରିଟି ସଫ୍ଟଓୟାର ବିତରଣ କରିବ । ଏ ସମ୍ପର୍କରେ ଏୟାରଟେଲ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଗୋପାଲ ଭିତ୍ତଲ କହିଛନ୍ତି ଯେ, ବର୍ତ୍ତମାନ ବ୍ୟବସାୟରେ ବାଧା ସୃଷ୍ଟି କରିବା ପାଇଁ ସାଇବର ଆକ୍ରମଣ ବଡ଼ ଧରଣ ବିପଦ ଭାବେ ଉଭା ହୋଇଛି। ଉଦ୍ୟୋଗଗୁଡ଼ିକୁ ସେଥିରୁ ରକ୍ଷା କରିବା ପାଇଁ ଏୟାରଟେଲ୍‌ ପକ୍ଷରୁ ସିମାଣ୍ଟେକ୍‌ ସହିତ ମିଶି ମିଳିତ ସମାଧାନ ପ୍ରଦାନ କରାଯିବ। ସିମାଣ୍ଟେକ୍‌ର ସିଇଓ ଗ୍ରେଗ୍‌ କ୍ଲାର୍କ କହିଛନ୍ତିି ଯେ ଦୁଇ କଂପାନି ମଧ୍ୟରେ ଚୁକ୍ତି ଦ୍ୱାରା ଭାରତରେ କାରବାର ସୁଦୃଢ଼ ହେବ।

ସମ୍ବନ୍ଧିତ ଖବର