ଓଡ଼ିଶା ପ୍ରାଣୀ ସମ୍ପଦ ସେବା ସଂଘ ଦେଲା ୨୦ ଲକ୍ଷ

ଭୁବନେଶ୍ବର : ବାଲେଶ୍ବରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ସହାୟତା ଲାଗି ଓଡ଼ିଶା ପ୍ରାଣୀ ସମ୍ପଦ ସେବା ସଂଘ ଅଧୀନରେ ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସଂଘର ସଭାପତି ଡା. ଯଦୁନାଥ ପରିଡ଼ା, ସାଧାରଣ ସମ୍ପାଦକ ଡା. ଶଙ୍କର୍ଷଣ ମାହୁନ୍ତ ଓ ଅନ୍ୟମାନେ ଏ ସମ୍ପର୍କିତ ବ୍ୟାଙ୍କ ଡ୍ରାଫ୍ଟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର