ମୁମ୍ବାଇ: ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇଭଉଣୀଙ୍କ ସଂପର୍କର ଏହି ପବିତ୍ର ଉତ୍ସବ ଅବସରରେ ଇ-କମର୍ସ ସାଇଟ୍ ‘ଆମାଜନ୍’ ନେଇ ଆସିଛଇ ବମ୍ପର୍ ଅଫର୍।
‘ଆମାଜନ’ରେ ବହୁ ପରିମାଣର ଉତ୍ପାଦ ଉପଲବ୍ଧ ରହିଛି; ଯାହା ଉପରେ ଆକର୍ଷଣୀୟ ଅଫର୍ ସବୁ ଦେଖିବାକୁ ମିଳୁଛୁ। ଅନେକ ରଙ୍ଗ ଏବଂ ଆକାର ସାର୍ଟ ପୁରୁଷମାନଙ୍କ ପାଇଁ ଦେଖିବାକୁ ମିଳୁଛି। ଉଭୟ ଚେକ୍ ଏବଂ ସାଧା ସାର୍ଟରୁ ନେଇ ପ୍ରିଣ୍ଟେଡ୍ ପର୍ଯ୍ୟନ୍ତ ବିଭିନ୍ନ ରକମର ସାର୍ଟ ପାଇପାରିବେ।
ଏଥିରେ ଅଫିସିଆଲ୍ ସାର୍ଟ, କାଜୁଆଲ୍ ସାର୍ଟ ଇତ୍ୟାଦି ଅନ୍ତର୍ଭୁକ୍ତ। ସାର୍ଟଗୁଡ଼ିକର ଡିଜାଇନ୍ ଏବଂ ଶୈଳୀ ଯେପରି ହୋଇଛି ତାହା ପ୍ରତ୍ୟେକ ଋତୁ ପାଇଁ ଉପଯୁକ୍ତ ହେବ। ଆହୁରି ମଧ୍ୟ, ଏହି ସାର୍ଟଗୁଡିକ ଆରାମଦାୟକ ମଧ୍ୟ।
ଏଗୁଡିକ ଆମାଜନ ସେଲ୍ ୨୦୨୪ରେ ୫୩% ପର୍ଯ୍ୟନ୍ତ ରିହାତି ସହିତ ମିଳୁଛି। ଯଦି ଆପଣଙ୍କର ବଜେଟ୍ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ଅଛି, ତେବେ ଆପଣ ଏଠାରେ ଅନେକ ବିକଳ୍ପ ପାଇବେ। ଯାହା ଅଫିସ୍ ଠାରୁ ପାର୍ଟି ପର୍ଯ୍ୟନ୍ତସବୁ ସ୍ଥାନରେ ପିନ୍ଧିବା ପାଇଁ ଉପଯୁକ୍ତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Untitled-83.jpg)