ଓହଦାର୍‌ ପାଓ୍ଵାରଗ୍ରିଡ୍‌ର ନୂଆ ମୁଖ୍ୟ

ଭୁବନେଶ୍ୱର: ପାଓ୍ଵାରଗ୍ରିଡ୍‌ ପୂର୍ବାଞ୍ଚଳ-୨ର ନୂଆ ମୁଖ୍ୟ ଭାବେ ଏନ୍‌ କେ ଓହଦାର ଦାୟିତ୍ୱ ଗ୍ରହଣ କରିଛନ୍ତି। କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ସିଦ୍ଧାର୍ଥ ସେନ୍‌ ଅବସର ଗ୍ରହଣ କରିବା ପରେ ଚଳିତ ମାସ ପହିଲାରୁ ଶ୍ରୀ ଓହଦାର ଏହି ଦାୟିତ୍ୱ ନେଇଛନ୍ତି। ଏହା ପୂର୍ବରୁ ସେ ଏହି ଅଞ୍ଚଳ ପାଇଁ ସମ୍ପତ୍ତି ପରିଚାଳନା ଏବଂ ବାଣିଜ୍ୟିକ ବିଭାଗର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ବିଟ୍‌, ସିନ୍ଦରିରୁ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଛନ୍ତି। ଶକ୍ତି କ୍ଷେତ୍ରରେ ତାଙ୍କର ଦୀର୍ଘ ୩୩ ବର୍ଷ କାମ କରିବାର ଅଭିଜ୍ଞତା ରହିଛି।

ସମ୍ବନ୍ଧିତ ଖବର