ନୂଆଦିଲ୍ଲୀ : ଓଲାର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ଭବିଷ ଅଗ୍ରୱାଲ୍ଙ୍କ ବିରୋଧରେ କିଛି କର୍ମଚାରୀ ଦୁର୍ବବ୍ୟବହାର ଅଭିଯୋଗ କରିଛନ୍ତି। ଦଣ୍ଡିତ ହେବା ଭୟରେ କେହି ସାମ୍ନାକୁ ଆସୁନାହାନ୍ତି। ଛୋଟ ଛୋଟ କଥାରେ ଭବିଷ କର୍ମଚାରୀଙ୍କ ଉପରେ ରାଗୁଛନ୍ତି। ଏକ ପୃଷ୍ଠାର ସଂଖ୍ୟା ନଥିବାରୁ ସେ ଏକ ପ୍ରେଜେଣ୍ଟେସନକୁ ଚିରି ଦେଇଥିଲେ। ପେପର କ୍ଲିକ୍ ଓ ଲେଖାରେ ସାମାନ୍ୟ ତ୍ରୁଟିକୁ ନେଇ ସେ ଉତ୍କ୍ଷୀପ୍ତ ହୋଇପଡ଼ୁଛନ୍ତି। ଏକ ସାମାନ୍ୟ ଘଟଣା ପାଇଁ ସେ ଜଣେ ପ୍ରବନ୍ଧକଙ୍କୁ କାରଖାନା ପରିସରରେ ତିନି ଥର ଦୌଡ଼ିବାକୁ ନିର୍ଦେଶ ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp