ଓଲାର କ୍ଷତି ୫ ହଜାର କୋଟି

ନୂଆଦିଲ୍ଲୀ: ମୋବାଇଲ୍‌ ଆପ୍‌ ଭିତ୍ତିକ ଯାତ୍ରୀ ପରିବହନକାରୀ ସେବା ପ୍ରଦାନକାରୀ ସଂସ୍ଥା ଓଲାର କ୍ଷତି ପରିମାଣ ବଢ଼ିବାରେ ଲାଗିଛି। ୨୦୧୬-୧୭ ରେ କଂପାନିର କ୍ଷତି ୫ ହଜାର କୋଟି ଟଙ୍କା ପାଖାପାଖି ପହଞ୍ଚିଯାଇଛି। କଂପାନିର ରାଜସ୍ୱ ୭୦% ବଢ଼ିବା ସତ୍ତ୍ୱେ କ୍ଷତି ପରିମାଣ ବଢ଼ିଛି। ଆାମରିକୀୟ କଂପାନି ଉବର୍‌ ସହିତ ଏହା ବଜାରରେ ଏକ ନମ୍ବର ସ୍ଥାନ ପାଇଁ ପ୍ରତିଦ୍ୱନ୍ଦିତା କରୁଛି। ଉବର୍‌ ମଧ୍ୟ କ୍ଷତି ସହିଛି। ଏହାର କ୍ଷତି ପରିମାଣ ୨୦୧୫-୧୬ରେ ଉବର୍‌ ୩୧୪୭ କୋଟି ଟଙ୍କାର କ୍ଷତି ସହିଥିଲା।

ସମ୍ବନ୍ଧିତ ଖବର