ୱାନ୍‌ପ୍ଲସ୍‌ ୬ଟି ଉପରେ ଅଫର୍‌

ଭୁବନେଶ୍ବର: ଭାଲେଣ୍ଟାଇନ୍ସ ଡେ’କୁ ଦୃଷ୍ଟିରେ ରଖି ୱାନ୍‌ପ୍ଲସ୍‌ ୬ଟି ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରାଯାଇଛି। ସର୍ଭିଫାଏ୍ ସହଯୋଗ ୱାନ୍‌ପ୍ଲସ୍‌ ଆସ୍ୟୁରଡ୍‌ ଅପ୍‌ଗ୍ରେଡ୍‌ ପ୍ରୋଗ୍ରାମ୍ ଆରମ୍ଭ କରାଯାଇଛି। ଆମାଜନ୍‌ କିମ୍ବା ଅଫ୍‌ଲାଇନ୍‌ ଷ୍ଟୋର୍‌ରୁ ଏହି ଫୋନ୍‌କୁ କିଣି ଗ୍ରାହକମାନେ ସର୍ବାଧିକ ୬୦%ର କ୍ୟାସ୍‌ବ୍ୟାକ୍ ପାଇପାରିବେ। ସେହିପରି କିଛି ମାସ ଭିତରେ ଫୋନ୍‌କୁ ଅପ୍‌ଗ୍ରେଡ୍‌ କଲେ ୪୦% ଖରିଦ ମୂଲ୍ୟ (ପରଚେଜ୍‌ ଭାଲ୍ୟୁ) ପାଇପାରିବେ।

ସମ୍ବନ୍ଧିତ ଖବର