ନୂଆଦିଲ୍ଲୀ : ଚଳିତ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି, ଶିକ୍ଷା, ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟ ଓ ପରିମଳ ଆଦି ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟବରାଦ ବୃଦ୍ଧି କରିଛନ୍ତି । ତେବେ ୨୦୨୧-୨୨ରେ ବିତ୍ତୀୟ ନିଅଣ୍ଟ ପରିମାଣ ୬.୮ ପ୍ରତିଶତ ରହିବ ବୋଲି ଅଟକଳ କରାଯାଇଛି । ଅର୍ଥାତ ସରକାରଙ୍କ ଆୟ ତୁଳନାରେ  ବ୍ୟୟ ଅଧିକ ରହିବ । ଏବେ ଆସନ୍ତୁ ଜାଣିବା ସରକାରଙ୍କର ଟଙ୍କାଟିଏ କିପରି ଆସିବ ଓ କିପରି ବ୍ୟୟ ହେବ ।

Advertisment

publive-image

publive-image