ଭୁବନେଶ୍ବର: ୱାନ୍ପ୍ଲସ୍ ପକ୍ଷରୁ ୱାନ୍ପ୍ଲସ୍ ୭ ସିରିଜ୍ ବିଷୟରେ ଘୋଷଣା କରାଯାଇଛି। କଂପାନି ୱାନ୍ପ୍ଲସ୍ ୭ ପ୍ରୋ ବିଷୟରେ ଘୋଷଣା କରିଛି। ଏହା ବିଭିନ୍ନ ଭାରିଆଣ୍ଟ୍ରେ ଉପଲବ୍ଧ ହେଉଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୪୮,୯୯୯ ଟଙ୍କା ରଖାଯାଇଛି। ସେଭେନ୍ ସିରିଜ୍କୁ ନେଇ ଆମେ ଅତ୍ୟନ୍ତ ଉତ୍ସାହିତ ଅଛୁ ବୋଲି କଂପାନିର ସିଇଓ ପେଟେ ଲାଉ କହିଛନ୍ତି।
ୱାନ୍ପ୍ଲସ୍ର ୭ ସିରିଜ୍ ଫୋନ୍
/sambad/media/post_attachments/wp-content/uploads/2019/05/oneplus7-leaks.jpg)