ଓପୋର ନୂଆ କେ-ସିରିଜ୍ ଫୋନ୍

ଭୁବନେଶ୍ବର,: ଓପୋ ତରଫରୁ ନୂଆ କେ-ସିରିଜ୍‌ ଫୋନ୍ ‘କେ୧’କୁ ଉନ୍ମୋଚନ କରାଯାଇଛି। ଦୁଇଟି ରଙ୍ଗରେ ଉପଲବ୍ଧ ହେଉଥିବା ଏହି ଫୋନ୍‌ର ମୂଲ୍ୟ ହେଉଛି ୧୬,୯୯୦ ଟଙ୍କା। ଚଳିତ ମାସ ୧୨ ତାରିଖରୁ ଏହାର ବିକ୍ରି ଫ୍ଲିପ୍‌କାର୍ଟରେ ଆରମ୍ଭ ହୋଇଛି। ଏଥିରେ ଇନ୍‌-ଡିସ୍‌ପ୍ଲେ ଫିଙ୍ଗର୍‌ପ୍ରିଣ୍ଟ୍‌ ସ୍କାନର୍‌, ୬.୪୧ ଇଞ୍ଚ୍‌ ଡିସ୍‌ପ୍ଲେ, ୨୫ ଏମ୍‌ପି ସାମ୍ନା କ୍ୟାମେରା, କ୍ବାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ ୬୬୦ ପ୍ରୋସେସର, କଣ୍ଣିଂ ଗୋରିଲା ଗ୍ଲାସ୍‌, ୪+୬୪ ଜିବି ରାମ୍/ମେମୋରି ରହିଛି।

ସମ୍ବନ୍ଧିତ ଖବର