ଓରିଏଣ୍ଟ୍‌ ଇଲେକ୍ଟ୍ରିକ୍‌ର ନୂଆ ସିଲିଙ୍ଗ୍‌ ଫ୍ୟାନ୍‌

ଭୁବନେଶ୍ୱର: ଓରିଏଣ୍ଟ୍‌ ଇଲେକ୍ଟ୍ରିକ୍‌ ପକ୍ଷରୁ ନୂଆ ପ୍ରିମିୟମ୍‌ ରେଞ୍ଜ୍‌ ସିଲିଙ୍ଗ୍‌ ଫ୍ୟାନ୍‌ ବର୍ଗକୁ କୋଲକାତାଠାରେ ଉନ୍ମୋଚନ କରାଯାଇଛି। ସିକେ ବିର୍ଲା ଗ୍ରୁପ୍‌ର ଏହି କଂପାନି ପ୍ରିମିୟମ ଫ୍ୟାନ୍‌ ବଜାରର ୪୦% ଅଂଶ ହାସଲ କରିଛି। ଆସନ୍ତା ବର୍ଷ ସୁଦ୍ଧା ନିଜ ବଜାର ଅଂଶ ପରିମାଣକୁ ୫୦%ରେ ପହଞ୍ଚାଇବାକୁ କଂପାନି ଲକ୍ଷ୍ୟ ରଖିଛି ବୋଲି ଏହାର ବରିଷ୍ଠ ଉପସଭାପତି ଅତୁଲ ଜୈନ କହିଛନ୍ତି।

ସମ୍ବନ୍ଧିତ ଖବର