ଓୟୋ ଆଣିବ ଆଇପିଓ

ବେଙ୍ଗାଲୁରୁ: ଓଡ଼ିଶାର ରିତେଶ ଅଗ୍ରୱାଲଙ୍କ ଦ୍ବାରା ପ୍ରତି‌ଷ୍ଠିତ ହୋଟେଲ ଏଗ୍ରିଗେଟର କମ୍ପାନି ‌ଓୟୋ ପୁଞ୍ଜି ବଜାରରେ ପ୍ରବେଶ କରିବ। କମ୍ପାନି ଆଇପିଓ ଆଣିବ। ଉକ୍ତ ଆଇପିଓ ମାଧ୍ୟମରେ ‌ଓୟୋ ହୋଟେଲ୍ସ ଆଣ୍ଡ୍ ହୋମ୍‌ସ ୧.୩ ବିଲିଅନ ଡଲାର ବା ୮୪୩୦ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର