ଭୁବନେଶ୍ବର: ଦେଶରେ ଆର୍ଥିକ ମାନ୍ଦାବସ୍ଥା ସୁଧୁରିବାକୁ ସମୟ ଲାଗିବ। ମାନ୍ଦାବସ୍ଥାର କାରଣ ଯାହା ହେଇଥାଉ ନା କାହିଁକି, ୬ରୁ ୯ ମାସ ମଧ୍ୟରେ ଏହି ସ୍ଥିତି ସୁଧୁରିବାର ଆଶା ଦେଖାଯାଉନାହିଁ। ଏହି ମର୍ମରେ ପୂର୍ବାନୁମାନ ଲଗାଇଛନ୍ତି କିଂବଦନ୍ତି ଟେନିସ ତାରକା ଲିଏଣ୍ଡର ପେସ୍। ସୋମବାର ସନ୍ଧ୍ୟାରେ ‘ସମ୍ବାଦ’ର ଅତିଥି ସମ୍ପାଦକ ଭାବେ ଯୋଗଦେଇ ସଂପାଦନା ମଣ୍ଡଳୀ ସହ ଭାବ ବିନିମୟ ଅବସରରେ ସେ କହିଥିଲେ, ବଜାରରେ ଏବେ ପଇସା ନାହିଁ। ବ୍ୟବସାୟୀମାନେ ମୁଣ୍ଡରେ ହାତଦେଇ ବସିଯାଇଛନ୍ତି। ସେହି ଦୃଷ୍ଟିରୁ ମାନ୍ଦାବସ୍ଥା ସୁଧୁରିବାକୁ ସମୟ ଲାଗିବ ବୋଲି ସେ କହିଥିଲେ।
ବଜାରରେ ପଇସା ନାହିଁ, ମାନ୍ଦାବସ୍ଥା ସୁଧୁରିବାକୁ ସମୟ ଲାଗିବ: ପେସ୍
/sambad/media/post_attachments/wp-content/uploads/2020/02/3391550.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)