ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ବିଶ୍ବବ୍ୟାଙ୍କ ରିପୋର୍ଟ, ଅଭିବୃଦ୍ଧି ବହୁତ ତଳକୁ ଖସିବ

ନୂଆଦିଲ୍ଲୀ: କରୋନା ମହାମାରୀ ଲାଗି ଭାରତର ଅଭିବୃଦ୍ଧି ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ମଧ୍ୟ ବିଶ୍ବବ୍ୟାଙ୍କ ଆକଳନ କରିଛି। ଭାରତର ଅଭିବୃଦ୍ଧି ୩.୨ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବରୁ ଏହା ଆକଳନ କରିିଥିଲା। ମାତ୍ର ସ୍ଥିତି ଯେଉଁଭଳି ଭାବେ ଆଗକୁ ବଢ଼ୁଛି ତାହାକୁ ବିଚାରକୁ ନେବା ପରେ…
ଅଧିକ ଖବର ଦେଖନ୍ତୁ...

ପିଏମ୍ କେୟାର୍ସରେ ଚୀନ୍ ସଂସ୍ଥାର ଦାନ ନେଇ ପ୍ରଶ୍ନ ଉଠାଇଲେ ଚିଦମ୍ବରମ୍

ନୂଆଦିଲ୍ଲୀ: ପିଏମ୍ କେୟାର୍ସ ଫଣ୍ଡ୍‌ରେ ଚୀନ୍‌ ସଂସ୍ଥାଗୁଡ଼ିକର ଅବଦାନ କେତେ ରହିଛି ତାହାକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ ପ୍ରଶ୍ନ କରିଛନ୍ତି। ଟୁଇଟ୍‌ କରି ସେ‌ ଲେଖିଛନ୍ତି ପିଏମ୍ କେୟାର୍ସ ଫଣ୍ଡ୍‌ର ଆଇନଗତ ବୈଧତା ଓ ଉତ୍ତରଦାୟିତ୍ବକୁ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବ୍ୟାଙ୍କ ଅଂଶଧନ କିଣିବାରେ ଚୀନ୍‌ ବ୍ୟସ୍ତ, ଆଇସିଆଇସିଆଇ ବ୍ୟାଙ୍କର ଅଂଶଧନ କିଣିଲା ପିପୁଲସ୍‌ ବ୍ୟାଙ୍କ ଅଫ୍…

ମୁମ୍ବାଇ: ଗତ ଜୁନ୍ ମାସରେ ଲଦାଖ୍‌ର ଗଲ୍‌ୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହେବା ପରେ ଉଭୟ ଦେଶର ସମ୍ପର୍କ ଖରାପ ହୋଇଛି। ଏହାର ପ୍ରଭାବ ବ୍ୟବସାୟ ଜଗତ ଉପରେ ପ୍ରତିଫଳିତ ହୋଇଛି। କିନ୍ତୁ ଭିତରେ ଭିତରେ ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ ପିପୁଲସ୍‌…
ଅଧିକ ଖବର ଦେଖନ୍ତୁ...

ଜୀବନ ପ୍ରମାଣପତ୍ର ଦାଖଲ ମହଲତ ୬ ମାସ ବଢ଼ିଲା

ଭୁବନେଶ୍ବର: କୋଭିଡ୍ ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପେନସନ୍‌ଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲର ସମୟ ସୀମାକୁ ଆଉ ଛଅ ମାସ ବଢ଼ାଇ ଦିଆଯାଇଛି। ୨୦୨୦ ବର୍ଷ ପାଇଁ ଜୀବନ ପ୍ରମାଣପତ୍ର ନଭମ୍ବେର ସୁଦ୍ଧା ଦେବାର ଥିଲା। ପେନ୍‌ସନ୍‌ଭୋଗୀ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ଡିଜିଟାଲ୍ ଫାର୍ମା କଂପାନି ‘ନେଟ୍‌ମେଡସ୍‌’କୁ  ଅଧିଗ୍ରହଣ କଲା ରିଲାଏନ୍ସ ରିଟେଲ୍ 

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆର୍‌ଭିଏଲ) ପକ୍ଷରୁ ସାମଗ୍ରିକ ଭାବେ ‘ନେଟ୍‌ମେଡସ୍‌’ ନାମରେ ପରିଚିତ ଭିଟାଲିକ୍ ହେଲ୍‌ଥକେୟାର ପ୍ରାଇଭେଟ୍…
ଅଧିକ ଖବର ଦେଖନ୍ତୁ...

ଅଟୋ ଟପ୍ଅପ୍ ସୁବିଧା ସହିତ ସ୍ମାର୍ଟ କାର୍ଡ ଲଞ୍ଚ୍‌ କଲା ଦିଲ୍ଳୀ ମେଟ୍ରୋ ରେଳ କର୍ପୋରେସନ

ନୂଆଦିଲ୍ଲୀ: କରୋନା ସଚେତନତା ଅବଲମ୍ବନ କରି ଦିଲ୍ଳୀ ମେଟ୍ରୋ ରେଳ କର୍ପୋରେସନ(ଡିଏମ୍‌ଆର୍‌ସି) ଯାତ୍ରୀଙ୍କ ପାଇଁ ଅଟୋ ଟପ୍ଅପ୍ ସୁବିଧା ସହିତ ସ୍ମାର୍ଟ କାର୍ଡ ଉପଲବ୍ଧ କରାଇଛି। ମେଟ୍ରୋ ଷ୍ଟେସନଗୁଡିକର ସ୍ବୟଂଚାଳିତ ଭଡା ସଂଗ୍ରହ (ଏଏଫ୍‌ସି) ଫାଟକରେ ଏହି କାର୍ଡ ସ୍ୱୟଂଚାଳିତ ଭାବରେ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ୍ ଦରବୃଦ୍ଧି ପୁଣି ଆରମ୍ଭ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍‌ ଦାମ୍‌ରେ ବୃଦ୍ଧିର ଧାରା ପୁଣି ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି। ବିଗତ ତିନି ଦିନ ଧରି କ୍ରମାଗତ ଭାବେ ପେଟ୍ରୋଲ୍‌ ଦାମ୍ ବଢ଼ୁଛି। ଭୁବ‌ନେଶ୍ବରରେ ବିଏସ୍‌-୬ ପେଟ୍ରୋଲର ଲିଟର ପିଛା ଦାମ୍ ୮୧ ଟଙ୍କା ୪୪ ପଇସା…
ଅଧିକ ଖବର ଦେଖନ୍ତୁ...

ଟେସ୍‌ଲା ସିଇଓ ବିଶ୍ବର ଚତୁର୍ଥ ବଡ଼ ଧନୀ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍‌ଲା ଓ ମହାକାଶ କଂପାନି ସ୍ପେସ୍‌ଏକ୍ସର ସିଇଓ ଏଲନ୍ ମସ୍କ ବିଶ୍ବର ଚତୁର୍ଥ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି। ଟେସ୍‌ଲାର ସେୟାର ମୂଲ୍ୟରେ ଗୋଟିଏ ଦିନରେ ୧୧ ପ୍ରତିଶତ ବୃଦ୍ଧି ହେବାରୁ ତାଙ୍କ ସମ୍ପତ୍ତି ପରିମାଣ ୭୭୮ କୋଟି ଡଲାର ବୃଦ୍ଧି ପାଇ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମ୍‌ସି ଦେଲା ୨୫୦ କୋଟି

ଭୁବନେଶ୍ବର: କୋଭିଡ୍‌-୧୯ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପୁଣି ସହଯୋଗର ହାତ ବଢ଼ାଇଛି ଓଡ଼ିଶା ଖଣି ନିଗମ(ଓଏମ୍‌ସି)। ଆଜି ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ପାଇଁ ସମ୍ଭାବନା ଆଣିଛି ମୋଦୀଙ୍କ କୃଷି ସଂସ୍କାର : ଧର୍ମେନ୍ଦ୍ର

ଭୁବନେଶ୍ୱର: କୃଷି କ୍ଷେତ୍ରର ବିକାଶ ପାଇଁ ମୋଦୀ ସରକାରଙ୍କ ଉଦ୍ୟମ ଏବଂ ନିକଟରେ ହୋଇଥିବା କୃଷି ସଂସ୍କାର ଓଡ଼ିଶା ତଥା ଦେଶର କୃଷକଙ୍କ ନିମନ୍ତେ ଅନେକ ସମ୍ଭାବନାର ସମ୍ଭାର ଆଣିବ। ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର ଭାରତ ନିର୍ମାଣରେ ଏହା ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...