ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ବିନା ୟୁପିଏସ୍‌ସିରେ ବାବୁ ହେବା ସୁଯୋଗ : ୧୦ ଯୁଗ୍ମ ସଚିବ ପଦ ପାଇଁ ୬୦୦୦ ଆବେଦନ

ନୂଆଦିଲ୍ଲୀ : ୟୁପିଏସ୍‌ସି ପରୀକ୍ଷା ନଦେଇ ଲାଟେରାଲ ଏଣ୍ଟି୍ର ମାଧ୍ୟମରେ ୧୦ଜଣ ଯୁଗ୍ମ ସଚିବଙ୍କୁ ନିଯୁକ୍ତି ଦେବା ଲାଗି ସରକାର କିଛିମାସ ତଳେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସାଧାରଣତଃ ଏହି ପଦଗୁଡ଼ିକରେ ୟୁପିଏସ୍‌ସି ଦ୍ୱାରା ଅନୁଷ୍ଠିତ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଆଇଏଏସ, ଆଇପିଏସ,…
ଅଧିକ ଖବର ଦେଖନ୍ତୁ...

ଆୟକର ଆଦାୟ ୧୫ ବର୍ଷରେ ୧୦ ଗୁଣ ବୃଦ୍ଧି

ଭୁବନେଶ୍ୱର: ବିଗତ ଦଶନ୍ଧୀରେ ଭାରତ ଉଚ୍ଚ ଅଭିବୃଦ୍ଧି ହାସଲ କରିଥିବା ବେଳେ ଦେଶବାସୀଙ୍କ ଆୟରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଲୋକମାନଙ୍କ ପାଖରେ ଅଧିକ ଧନରାଶି ପହଞ୍ଚିଛି। ଦେଶରେ ଆଦାୟ ହେଉଥିବା ଆୟକର ତଥ୍ୟରେ ଏହା ସ୍ପଷ୍ଟ ପ୍ରତିଫଳିତ ହେଉଛି। ବିଗତ ୧୫ ବର୍ଷ ଭିତରେ ଦେଶର ଆୟକର ଆଦାୟ…
ଅଧିକ ଖବର ଦେଖନ୍ତୁ...

ସେଲ୍‌କୁ ସିଏଜିଙ୍କ ସମାଲୋଚନା

ନୂଆଦିଲ୍ଲୀ: ଦେଶର ସରକାରୀ ଇସ୍ପାତ ଉତ୍ପାଦନକାରୀ ସେଲ୍‌ (ଭାରତୀୟ ଇସ୍ପାତ କର୍ତୃପକ୍ଷ ଲିମିଟେଡ)କୁ ଭାରତର ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) କଡ଼ା ସମାଲୋଚନା କରିଛନ୍ତି। ନିଜସ୍ୱ ବ୍ୟବହାର ପାଇଁ ୩ଟି କୋଇଲା ଖଣି ଥିବା ସତ୍ତ୍ୱେ ସେଲ୍‌ କୋଇଲା ଆମଦାନି ଉପରେ ଅତ୍ୟଧିକ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଏନ୍‌ପିଏ: ରାଜନ୍‌ଙ୍କ ପରାମର୍ଶ ଲୋଡ଼ିଲେ

ନୂଆଦିଲ୍ଲୀ: ସଂସଦୀୟ କମିଟି ପକ୍ଷରୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍‌ ରାଜନ୍‌ଙ୍କୁ ଡକାଯାଇଛି। ଦେଶରେ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ (ଏନ୍‌ପିଏ) ବୃଦ୍ଧିକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେ ସମ୍ପର୍କରେ ସଂସଦୀୟ କମିଟିକୁ ରାଜନ୍‌ ପରାମର୍ଶ ଦେବେ। ବିଜେପି ନେତା ମୁରଲୀ…
ଅଧିକ ଖବର ଦେଖନ୍ତୁ...

ସାବଧାନ! ନଭେମ୍ବର ୧୨ ପୂର୍ବରୁ ଡାଟାର ବ୍ୟାକଅପ ନେଇଯାଆନ୍ତୁ, ନହେଲେ ହ୍ଵାଟସଆପରୁ ଡିଲିଟି ହୋଇଯିବ ସମସ୍ତ ଡାଟା

ନୂଆଦିଲ୍ଲୀ: ବଦଳିବାକୁ ଯାଉଛି ହ୍ଵାଟସଆପର ଚାଟ ବ୍ୟାକଅପର ଫର୍ମାଟ । ପୂର୍ବରୁ ବ୍ୟବହାରକାରୀଙ୍କୁ ଯେଉଁଠି ହ୍ଵାଟସଆପର ବ୍ୟାକଅପ ନେବା ପାଇଁ ଗୁଗଲ ଡ୍ରାଇଭର ସାହାର ନେବାକୁ ପଡୁଥିଲା , ସେଇଠି ଏବେ ଗୁଗଲ ଡ୍ରାଇଭର ଆଉ ଆବଶ୍ୟକତା ପଡିବ ନାହିଁ । ହ୍ଵାଟସ୍‌ ଆପର ମାଲିକାନାରେ ଥିବା…
ଅଧିକ ଖବର ଦେଖନ୍ତୁ...

ଅଭିବୃଦ୍ଧିକୁ ନେଇ ମୁହାଁମୁହିଁ

ନୂଆଦିଲ୍ଲୀ: ଭାରତର ଅର୍ଥନୈତିକ ଅଭିବୃଦ୍ଧି କେଉଁ ସରକାରଙ୍କ ସମୟରେ ଅଧିକ ହୋଇଛି। ନରେନ୍ଦ୍ର ମୋଦୀ ନାଁ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ଜିଡିପି ଅଭିବୃଦ୍ଧି ଅଧିକ ରହିଛି। ଏହାକୁ ନେଇ ସରକାରୀ କଳ ଓ ବିରୋଧୀ ଦଳ ମୁହାଁମୁହିଁ ହେବା ଆରମ୍ଭ ହୋଇଯାଇଛି। କଂଗ୍ରେସ ଦଳ ଏବଂ ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

କାର୍‌ ସିଟ୍‌ରେ ତ୍ରୁଟି: ଟୟୋଟା ଗଣିବ ୧୭୦୦ କୋଟି କ୍ଷତିପୂରଣ

ଡଲାସ୍‌: କାର୍‌ ସିଟ୍‌ରେ ତ୍ରୁଟି ପାଇଁ ଆମେରିକାର ଏକ ପରିବାରକୁ ଟୟୋଟା କମ୍ପାନି ୨୪୨ ନିୟୁତ ଡଲାରର କ୍ଷତିପୂରଣ ପ୍ରଦାନ କରିବ। ଭାରତୀୟ ମୁଦ୍ରାରେ ଏହି ରାଶି ପ୍ରାୟ ୧୭୦୦ କୋଟି ଟଙ୍କା ହେବ। ଡଲାସସ୍ଥିତ ଏକ ଅଦାଲତ ଏହି ରାୟ ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୦୨…
ଅଧିକ ଖବର ଦେଖନ୍ତୁ...

ମାନସିକ ରୋଗ ପାଇଁ ମିଳିବ ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବୀମା କମ୍ପାନି ଗୁଡ଼ିକ ଆଗାମୀ ଦିନରେ ମାନସିକ ରୋଗ ପାଇଁ ବୀମା ସୁବିଧା ପ୍ରଦାନ କରିବେ। ଏହି ରୋଗକୁ ବୀମା ପରିସରଭୁକ୍ତ କରିବା ପାଇଁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ ପକ୍ଷରୁ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ମାନସିକ ସ୍ୱାସ୍ଥ୍ୟସେବା…
ଅଧିକ ଖବର ଦେଖନ୍ତୁ...

ପୁଣି ଅଡ଼ୁଆରେ ଇନ୍‌ଫୋସିସ୍‌

ନୂଆଦିଲ୍ଲୀ: କର୍ପୋରେଟ୍‌ ଗଭର୍ଣ୍ଣାନ୍ସ ପ୍ରସଙ୍ଗକୁ ନେଇ ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି ସେବା ପ୍ରଦାନକାରୀ କମ୍ପାନି ଇନ୍‌ଫୋସିସ୍‌ରେ ଦେଖାଦେଇଥିବା ଅସ୍ଥିରତା ପୁଣି କିଛିଦିନ ପରେ ଫେରିଛି। କମ୍ପାନିର ଏମ୍‌ଡି ତଥା ସିଇଓ ପଦରୁ ବିଶାଳ ସିକ୍କା ଇସ୍ତଫା ଦେବାର ବର୍ଷକ ପରେ ଏକ ଆଶ୍ଚର୍ଯ୍ୟଜନକ…
ଅଧିକ ଖବର ଦେଖନ୍ତୁ...

ଆଇଫୋନ୍‌ର ଦାମ୍‌ ୮୯ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଆମେରିକାର ପ୍ରଯୁକ୍ତି କମ୍ପାନି ଆପଲ୍‌ ପକ୍ଷରୁ ଏପର୍ଯ୍ୟନ୍ତ ଚଳିତବର୍ଷ ଆସିବାକୁ ଥିବା ନୂଆ ଆଇଫୋନ୍‌ ବିଷୟରେ ଘୋଷଣା କରାଯାଇ ନାହିଁ। ତେବେ ଯେଉଁମାନେ କମ୍ପାନିର ନୂଆ ଫୋନ୍‌ ପାଇଁ ଅପେକ୍ଷା କରିପାରିବା ଧୈର୍ଯ୍ୟ ରଖିନାହାନ୍ତି ସେମାନଙ୍କ ପାଇଁ ଏବେ ଏକ ଦାମୀ ଆଇଫୋନ୍‌ କିଣିବା…
ଅଧିକ ଖବର ଦେଖନ୍ତୁ...