ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

୬୫ ବର୍ଷରୁ ଅଧିକ ବୟସ୍କ ବି ନେଇ ପାରିବେ ସ୍ବାସ୍ଥ୍ୟ ବୀମା: ହୃଦୟ, କର୍କଟ ଏବଂ ଏଡସ୍ ରୋଗୀଙ୍କୁ ପଲିସି ଅନୁମତି

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବୀମା ପଲିସିରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଜେଜେବାପା ଜେଜେମା’ମାନେ ମଧ୍ୟ ସ୍ୱାସ୍ଥ୍ୟ ବୀମା ପଲିସି ନେବାକୁ ସକ୍ଷମ ହେବେ। ବାସ୍ତବରେ, ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଆଇଆରଡିଏଆଇ) ସ୍ୱାସ୍ଥ୍ୟ ବୀମା କ୍ରୟ ସମ୍ବନ୍ଧୀୟ ନିୟମରେ ଏକ…
ଅଧିକ ଖବର ଦେଖନ୍ତୁ...

ଅନଲାଇନ୍ ଖାଦ୍ୟ ମଗାଉଥିବା ଗ୍ରାହକଙ୍କୁ ଝଟକା ଦେଲା ଜୋମାଟୋ

ନୂଆଦିଲ୍ଲୀ: ଅନଲାଇନ୍ ଖାଦ୍ୟ ମଗାଉଥିବା ଗ୍ରାହକଙ୍କୁ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଝଟକା ଦେଇଛି । ଏଣକି ଜୋମାଟୋରୁ ଖାଦ୍ୟ ମଗାଇଲେ ପ୍ରତି ଅର୍ଡର ପିଛା ୫ ଟଙ୍କା ‌ଅତିରିକ୍ତ ଶୁଳ୍କ ଗ୍ରାହକଙ୍କୁ ଦେବାକୁ ପଡ଼ିବ। ଏହା ବ୍ୟତୀତ କମ୍ପାନି ଇଣ୍ଟରସିଟି ଲିଜେଣ୍ଡସ୍ ସେବାକୁ ମଧ୍ୟ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ କମିଲା ସୁନା ଦର, ତଥାପି ରହିଛି ୭୦ ହଜାର ଉପରେ

ନୂଆଦିଲ୍ଲୀ: ସାରା ବିଶ୍ୱର ବଜାରରେ ସୁନା ଦର  ବିଗତ କିଛିଦିନ ହେଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଆଜି ଆଶ୍ୱସ୍ତିକର ଖବର ଆସିଛି। ସୋମବାର ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଘଟିଛି । ଏହାର କାରଣ ହେଉଛି ମଧ୍ୟପ୍ରାଚ୍ୟ ସଂଘର୍ଷର ଆଶଙ୍କା ହ୍ରାସ ପାଇବା ପରେ ନିବେଶକଙ୍କ ମଧ୍ୟରେ ସୁନାର…
ଅଧିକ ଖବର ଦେଖନ୍ତୁ...

୧ ମେ’ରୁ ବଦଳିଯିବ ଏସବୁ: ଉପଭୋକ୍ତାଙ୍କ ଉପରେ ହେବ ମହଙ୍ଗାମାଡ଼!

ନୂଆଦିଲ୍ଲୀ: ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଦେଶରେ ଅନେକ ପରିବର୍ତ୍ତନ ଘଟିଥାଏ। ବର୍ତ୍ତମାନ ଏପ୍ରିଲ ମାସ ଶେଷ ହେବାକୁ ଯାଉଛି। ଏଥିରେ କେବଳ କିଛି ଦିନ ବାକି ଅଛି । ଏହା ପରେ ମେ’ମାସ ଆରମ୍ଭ ହେବ । ମେ’ ମାସର ପ୍ରଥମ ତାରିଖ ୧ ମେ’ ୨୦୨୪ରୁ କେତେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।…
ଅଧିକ ଖବର ଦେଖନ୍ତୁ...

ଚୀନ୍ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଖୋଲିଦେଲା ରାଜକୋଷ: ୨୯ ଥର ପାଇଁ ବୃଦ୍ଧି କଲା ସାମରିକ ବଜେଟ୍, ଭାରତର ଚିନ୍ତା…

ବେଜିଂ: ବିଶ୍ବର ବିଭିନ୍ନ ଦେଶ ନିଜ ନିଜର ସାମରିକ ବଜେଟ ବୃଦ୍ଧି କରିବାରେ ବ୍ୟସ୍ତ ଅଛନ୍ତି। ଅସ୍ତ୍ରଶସ୍ତ୍ର କିଣିବା ପାଇଁ ପ୍ରତି ଦେଶ ମଧ୍ୟରେ ପ୍ରତିଯୋଗିତା ଜାରି ରହିଛି। ସ୍ବିଡେନର ଷ୍ଟକହୋମ୍‌ସ୍ଥିତ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏସଆଇପିଆରଆଇ) ପକ୍ଷରୁ ବିଭିନ୍ନ ଦେଶ…
ଅଧିକ ଖବର ଦେଖନ୍ତୁ...

ବଜାରରୁ ଏମଡିଏଚ ଏବଂ ଏଭରେଷ୍ଟ ମସଲା ହଟାଇବାକୁ ଖାଦ୍ୟ ନିରାପତ୍ତା କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ସିଙ୍ଗାପୁର ପରେ ହଂକଂ ସରକାର ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟ ମସଲା ଉପରେ ପ୍ରତିବନ୍ଧକ ଲଗାଇଛି । କାରଣ ଏହି କମ୍ପାନିର କିଛି ମସଲାରେ ଏଥିଲିନ ଅକ୍ସାଇଡ ମିଶିଥିବା ଜଣାପଡ଼ିଥିଲା। ତେଣୁ ତୁରନ୍ତ ବଜାରରୁ ଏମଡିଏଚ ଏବଂ ଏଭରେଷ୍ଟ ମସଲା ହଟାଇ ନେବାକୁ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ଭାରତରେ ୫ ଲକ୍ଷରୁ ଅଧିକ ନିଯୁକ୍ତି ଦେଇପାରେ ଆପଲ୍‌

ନୂଆଦିଲ୍ଲୀ: ଆଇଫୋନ ନିର୍ମାତା ଆପଲ୍‌ ଆସନ୍ତା ୩ ବର୍ଷ ମଧ୍ୟରେ ଭାରତରେ ୫ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଏହାର ଭେଣ୍ଡରଙ୍କ ଜରିଆରେ ନିଯୁକ୍ତି ଦେଇପାରେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ତେବେ କମ୍ପାନି ଏଭଳି ଆକଳନ ଉପରେ କୌଣସି ମତ ଦେବାକୁ ମନା କରିଛି। ବର୍ତ୍ତମାନ ଭାରତରେ…
ଅଧିକ ଖବର ଦେଖନ୍ତୁ...

କାର୍‌ ମୂଲ୍ୟ କମାଇଲା ଟେସ୍‌ଲା

ବେଜିଂ/ଫ୍ରାଙ୍କଫର୍ଟ: ଆମେରିକା ପରେ ବିଶ୍ବର ଅନ୍ୟ ପ୍ରମୁଖ ବଜାରରେ ଟେସ୍‌ଲା ଏହାର କେତେକ ମଡେଲ୍‌ କାର୍‌ ମୂଲ୍ୟ ହ୍ରାସ କରିଛି। ଏହି ବଜାର ମଧ୍ୟରେ ଚୀନ ଓ ଜର୍ମାନୀ ରହିଛି। କମ୍ପାନି ଏହାର ପରିବର୍ତ୍ତିତ ମଡେଲ୍‌ ୩ର ମୂଲ୍ୟ ଚୀନ୍‌ରେ ୧୪ ହଜାର ୟୁଆନ(୧୯୩୦ ଡଲାର)ରୁ ୨,୩୧,୯୦୦ ୟୁଆନ…
ଅଧିକ ଖବର ଦେଖନ୍ତୁ...

ଅନଲାଇନ୍ ବ୍ୟାଙ୍କ ଠକେଇକୁ ରୋକିବ ନୂଆ ଯୋଜନା

ନୂଆଦିଲ୍ଲୀ: ଦେଶରେ ସାଇବର ଅପରାଧୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଖି ପିଛୁଳାକେ ଏହି ଅପରାଧୀମାନେ ବ୍ୟାଙ୍କ ଖାତାରୁ ସବୁ ଟଙ୍କା କାଢ଼ି ନେଉଛନ୍ତି। ଏହାପରେ ପୀଡ଼ିତଙ୍କ ସମସ୍ୟା ବଢ଼ିଯାଉଛି। ଏଭଳି ସାଇବର ଅପରାଧ ରୋକିବା ପାଇଁ ବ୍ୟାଙ୍କ ଗୁଡ଼ିକ ଏକ ନୂଆ ଯୋଜନା ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

୧୯.୫୮ ଲକ୍ଷ କୋଟିର ନିଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ରାଶି ୨୦୨୨-୨୩ ତୁଳନାରେ ୧୭.୭ ପ୍ରତିଶତ ବୃଦ୍ଧି ଘଟି ୧୯.୫୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏପରିକି ସଂଶୋଧିତ ଅଟକଳ ତୁଳନାରେ ଏହା ୧୩ ହଜାର କୋଟି ଟଙ୍କା ଅଧିକ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ…
ଅଧିକ ଖବର ଦେଖନ୍ତୁ...