‘ପ୍ରାଇମାର୍ଟ’ ଲକି ଡ୍ର’ ବିଜେତା ଘୋଷଣା

ଭୁବନେଶ୍ବର: ତାଳଚେରରେ ଥିବା ପ୍ରାଇମାର୍ଟର ଲକି ଡ୍ର’ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଅନୁଗୁଳର ହର୍ଷ ମହାନ୍ତି ପ୍ରଥମ ପୁରସ୍କାର ଭାବେ ଏକ ବାଇକ୍ ଜିତିଥିବା ବେଳେ ସାଗରଚାନ୍ଦ ନାହାକ ଦ୍ବିତୀୟ ପୁରସ୍କାର ରୂପେ ଏକ ଫ୍ରିଜ୍ ଓ ଛତିଶଗଡ଼ର ରୂପମ୍ ତୃତୀୟ ପୁରସ୍କାର ଭାବେ ୱାସିଂ ମେସିନ୍ ଜିତିଛନ୍ତି।

ସମ୍ବନ୍ଧିତ ଖବର