ଦେଶ ଉପରେ ନିଜର ଛାପ ଛାଡୁଥିବା ଛୋଟ ସହରର ଷ୍ଟାର୍ଟଅପ୍

ଭୁବନେଶ୍ବର: ମହାମାରୀର ଭୟାବହ ଅବଧି ପରେ ସମସ୍ତେ ଦିନକୁ ଦିନ ଅଧିକ ବ୍ୟସ୍ତ ହୋଇ ପଡିଥିବାରୁ ଅଧିକ ବିଚାରାଧୀନ ଏବଂ ନୂତନ କାର୍ଯ୍ୟ ବଢିଚାଲିଛି । ଏହି ସମସ୍ତ ଲୋକମାନଙ୍କ ସହିତ ସେମାନଙ୍କର ସରଳ ଓ ସାମ୍ପ୍ରତିକ କାର୍ଯ୍ୟ ଉପରେ ଧ୍ୟାନ ଦେବାରେ ସକ୍ଷମ ହୋଇ ପାରୁନାହାଁନ୍ତି, ଯେପରିକି ସେମାନଙ୍କର କାର୍ ଧୋଇବା, ସେମାନଙ୍କର ଶଯ୍ୟା ଏବଂ ଆସବାବପତ୍ରର ମରାମତି, ଏସି କିମ୍ବା ଗିଜର୍ ସ୍ଥାପନ କିମ୍ବା ମରାମତି, ସଠିକ୍ କେଶ କାଟିବା, ଘରେ ଇଲେଟ୍ରିକ୍  କାମ କରିବା ଇତ୍ୟାଦି । କିନ୍ତୁ ବର୍ତମାନ ଲୋକମାନେ  ଚିନ୍ତାମୁକ୍ତ ହୋଇପାରିବେ, ଓଡିଶାର କଟକରୁ ଜଣେ ଉଦୀୟମାନ ବ୍ୟବସାୟୀ, ଦିବ୍ୟଜ୍ୟୋତି ମହାନ୍ତି ଯେ କି ଟ୍ରୋଭଷ୍ଟାକ୍ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ଏବଂ କମ୍ପାନୀର କାର୍ଯ୍ୟ ନିର୍ବାହୀ ଅଧିକାରୀ । ଆପଣଙ୍କର ସ୍ମାର୍ଟଫୋନ୍ ଜରିଆରେ ‘ଏକ୍ସପର୍ଟ’ କମ୍ପାନି ମାଧ୍ୟମରେ ହୋମ୍ସର୍ଭିସ୍ ଯୋଗାଇ ଏକ ସରଳ ସମାଧାନ ଦେଇଛନ୍ତି, ଯେଉଁଠାରେ ଆପଣ କେବଳ ସ୍ମାର୍ଟଫୋନ୍  ବଟନ୍ ଟ୍ୟାପ୍ କରିବେ ଏବଂ ଆପଣଙ୍କ ଆବଶ୍ୟକ ଘରୋଇ ସେବା ପାଇଁ ପ୍ରଫେସନାଲ୍ ସହିତ ଯୋଗାଯୋଗ କରିପାରିବେ।

ଦିବ୍ୟଜ୍ୟୋତି ମହାନ୍ତି କେବଳ ସମସ୍ତଙ୍କ ପାଇଁ ଘରୋଇ ସେବା କାର୍ଯ୍ୟକୁ ସହଜ କରିବା ପାଇଁ ନୁହେଁ, ବରଂ ବୃତିଗତ ନିଯୁକ୍ତି ଏବଂ ପ୍ରଫେସନାଲ୍ ମାନଙ୍କୁ ତାଲିମ୍ ଦେଇ ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ଓଡ଼ିଶା ଓ ପାନ୍ ଇଣ୍ଡିଆକୁ ସାହାଯ୍ୟ କରିଛନ୍ତି । ବର୍ତମାନ ଦିବ୍ୟଜ୍ୟୋତି ମହାନ୍ତି ଓଡିଶାର ସମସ୍ତ ସହରରେ ଏହାର ପ୍ରସାର ବୃଦ୍ଧି କରୁଛନ୍ତି ଏବଂ ସମାଜ ପାଇଁ ସେମାନଙ୍କର ଦକ୍ଷତା ବ୍ୟବହାର କରିବାକୁ ପ୍ରଫେସନାଲ୍ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି। ତାଙ୍କର ବର୍ତମାନ ଲକ୍ଷ୍ୟ ହେଉଛି ଭାରତର ପ୍ରତ୍ୟେକ କୋଣରୁ ଅଧିକରୁ ଅଧିକ ପ୍ରଫେସନାଲ୍ ନିଯୁକ୍ତି କରିବା ଏବଂ ସେବା ପ୍ରଦାନରେ ପାନ୍ ଇଣ୍ଡିଆକୁ ସାହାଯ୍ୟ କରିବା।

ଅନ୍ୟ ଘରୋଇସେବା ପ୍ରଦାନକାରୀଙ୍କ ଉପରେ ଦିବ୍ୟଜ୍ୟୋତି ମହାନ୍ତିଙ୍କ ତୀକ୍ଷଣ ନଜର ମାଧ୍ୟମରେ ସେ ଗ୍ରାହକମାନଙ୍କ ସହ ତଥା ଏହି ପ୍ରଦାନକାରୀଙ୍କ ସହ ଯୋଗଦେଇଥିବା ପ୍ରଫେସନାଲ୍ ମାନଙ୍କ ସହ ମଧ୍ୟ ଅନେକ ସମସ୍ୟା ଦେଖିଥିଲେ । ସେ ଦେଖିବାକୁ ପାଇଥିଲେ କି ଗ୍ରାହକ ମାନେ ପ୍ରଫେସନାଲ ମାନଙ୍କ ଠାରୁ କାର୍ଯ୍ୟର ସମାପ୍ତି ପରେ ମଧ୍ୟ ସନ୍ତୁଷ୍ଟ ହୋଇପାରୁନାନ୍ତି । ପ୍ରଫେସନାଲ୍ ମାନଙ୍କୁ ଆଚରଣ ଉପରେ ସଠିକ୍ ତାଲିମ୍ ଦିଆହୋଇନାହିଁ । ସରଳ ଫିକ୍ସିଂ କାର୍ଯ୍ୟ ପାଇଁ ପ୍ରଦାନକାରୀମାନେ ବହୁ ପରିମାଣର ଚାର୍ଜ ନେଉଛନ୍ତି ଯାହା ଗ୍ରାହକମାନଙ୍କ ପକେଟ୍ ପାଇଁ ଏକ ସମସ୍ୟା ହୋଇଯାଇଛି। ଏହା ସହିତ ଜାଣିପାରିଲେ ଯେ, ପ୍ରଫେସନାଲ୍ ମାନଙ୍କ ଠାରୁ ପ୍ରଶିକ୍ଷଣ ଅଧିବେଶନ ଓ କିଟ୍ ପାଇଁ ମଧ୍ୟ ବହୁ ପରିମାଣର ଚାର୍ଜ କରାଯାଉଛି । କାର୍ଯ୍ୟ କିମ୍ବା ଆଚରଣ ଉପରେ ପୁଙ୍ଖାନୁପୁଙ୍ଖ ତାଲିମ୍ ଦିଆଯାଇ ନଥାଏ । ସେମାନଙ୍କ କାର୍ଯ୍ୟରୁ ଭାରି କମିଶନ୍ ମଧ୍ୟ ଚାର୍ଜ କରାଯାଏ ।
ଉପରୋକ୍ତ ସମସ୍ତ ବିଷୟ ପାଇଁ ଦିବ୍ୟଜ୍ୟୋତି ମହାନ୍ତି ଉଭୟ ଗ୍ରାହକ ଏବଂ ପ୍ରଫେସନାଲ୍ ମାନଙ୍କ ପାଇଁ ସମାଧାନ ବାହାର କରିଛନ୍ତି । ଗ୍ରାହକଙ୍କ ସହିତ, ସେ ସେବା ଚାର୍ଜକୁ ସର୍ବନିମ୍ନ ସ୍ତରରେ ରଖିଛନ୍ତି ଯେଉଁଥିରେ କାର୍ଯ୍ୟ କରାଯାଇପାରିବ, କମିସନ୍ ନାମରେ ଅଧିକ ପରିମାଣର ଚାର୍ଜ ନକରି ଉଭୟ କାର୍ଯ୍ୟ ଏବଂ ସେମାନଙ୍କ ଆଚରଣରେ ପ୍ରଫେସନାଲ୍ ମାନଙ୍କୁ ଭଲ ଭାବରେ ତାଲିମର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହା ଦ୍ୱାରା ସେ ଜଣେ ଖୁସି ଓ ସନ୍ତୁଷ୍ଟ ଗ୍ରାହକ ପାଇପାରିବେ । ପ୍ରଫେସନାଲ୍ ମାନଙ୍କ ସହିତ ସେ ସେମାନଙ୍କ ପ୍ରଶିକ୍ଷଣ ସମୟ ଏବଂ କିଟ୍ ପାଇଁ କୌଣସି ଚାର୍ଜ ନିଆଯାଉନାହିଁ । ଏକ ଉଦାହରଣ ସହିତ ଜଣେ ପ୍ରଫେସନାଲ୍ ଆୟ ପ୍ରବାହର ଧାରଣା ବୁଝିବା।  ଧରାଯାଉ ଜଣେ ପ୍ରଫେସନାଲ୍ ଏକ ସେଲୁନରେ ଟ.୨୦,୦୦୦ ମାସିକ ବେତନ ଆଧାରରେ କାର୍ଯ୍ୟ କରନ୍ତି, ସେ ପ୍ରତିଦିନ କେତେ ଗ୍ରାହକ ସେବା କରନ୍ତୁ ନା କାହିଁକି (ଏହା ୧୦ରୁ ଅଧିକ କିମ୍ବା ତା’ଠାରୁ କମ ହୋଇପାରେ) କିନ୍ତୁ ଏକ୍ସପର୍ଟ ସହିତ ସେମାନେ ପ୍ରତିଦିନ ସେବା କରୁଥିବା ଗ୍ରାହକଙ୍କ ସଂଖ୍ୟା ଅନୁଯାୟୀ ସେମାନଙ୍କର ଆୟ ଉପାର୍ଜନ କରିପାରିବେ (ଏହା ସେମାନଙ୍କର କ୍ଷମତା ଉପରେ ନିର୍ଭର କରେ) ସେମାନଙ୍କର ମାସିକ ଦରମା ବଦଳରେ ଏକ୍ସପର୍ଟ ବ୍ୟବସାୟ କରିବାର ସୁଯୋଗ ପ୍ରଦାନ କରେ ଯେଉଁଠାରେ ସେମାନେ ସେମାନଙ୍କର ଆୟ କରିପାରିବେ।

ଦିବ୍ୟଜ୍ୟୋତି ମହାନ୍ତିଙ୍କ ଏହି ଚମତ୍କାର ଚିନ୍ତାଧାରା କେବଳ ଗ୍ରାହକ ଏବଂ ପ୍ରଫେସନାଲ୍ ମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଶୈଳୀକୁ ବଦଳାଇବା ପାଇଁ ଯଥେଷ୍ଠ । ସେ ପ୍ରତ୍ୟେକ ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବାକୁ ଲକ୍ଷ ରଖିଛନ୍ତି । ଯେହେତୁ ସେ ଆଜିର ଯୁଗରେ ଭାବନ୍ତି ଯଦି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ଥାଏ ତେବେ କାହିଁକି ପ୍ରତ୍ୟେକ ସହର ସ୍ମାର୍ଟସିଟି ହୋଇପାରିବ ନାହିଁ ? ସେ ସେମାନଙ୍କର ଜୀବନଶୈଳୀକୁ ମଧ୍ୟ ଉନ୍ନତ କରିବାକୁ ଏବଂ ସେମାନଙ୍କର ଆଙ୍ଗୁଠିରେ ଯେ କୌଣସି ସର୍ଭିସ୍ ପାଇବାକୁ ଇଛା କରନ୍ତି, ସ୍ମାର୍ଟ ହେବା ଜୀବନକୁ ସହଜ କରିଥାଏ ।

ଦିବ୍ୟଜ୍ୟୋତି ମହାନ୍ତିଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏକ୍ସପର୍ଟ୍ ଘରୋଇସେବାଗୁଡିକୁ ସମସ୍ତଙ୍କ ପାଖରେ ପହଞ୍ଚିବା ସହଜ କରିଛନ୍ତି ତା’ ସହିତ ଗ୍ରାହକ ପକେଟକୁ ଚାପ ନଦେଇ ସନ୍ତୋଷଜନକ କାର୍ଯ୍ୟ ପ୍ରଦାନ କରିଛନ୍ତି । ସେବା ମୂଲ୍ୟ ଦୃଷ୍ଠିରୁ ସେଠାରେ ଥିବା ଘରୋଇସେବା ପ୍ରଦାନକାରୀଙ୍କ ଠାରୁ ଏହା ବହୁ ମୂଲ୍ୟରେ ଉନ୍ନତ । ପାନ୍ ଇଣ୍ଡିଆକୁ ଧ୍ୟାନରେ ରଖି ସେ ଏହାର ବ୍ରାଣ୍ଡକୁ ପ୍ରତ୍ୟେକ ସହରରେ ଫ୍ରାଞ୍ଚାଇଜି ପାଇଁ ସୁଯୋଗ ଦେଉଛନ୍ତି । ପ୍ରତ୍ୟେକ ସହରରେ ଏକ ଫ୍ରାଞ୍ଚାଇଜି ମାଲିକ ରହିବେ ଯିଏ ସମ୍ପୃକ୍ତ ସହରରେ କମ୍ପାନୀର ପ୍ରୟାସର ସୁଫଳ ପାଇପାରିବେ । ବର୍ତମାନ ଯେକୌଣସି ବ୍ୟକ୍ତି ଏକ ୩୬% ଆରଓଆଇ ଅଫର ସହିତ ଏକ ଛୋଟ ବିନିଯୋଗ ସହିତ ବ୍ୟବସାୟ ଆସୋସିଏଟ୍ ଭାବରେ ଏକ୍ସପର୍ଟରେ ଯୋଗଦେଇପାରିବେ, ଯାହା ୯୦୦% କିମ୍ବା ତା’ ଠାରୁ ଅଧିକ ହୋଇପାରେ । ଆର୍ଓଆଇ ଯାହା ପ୍ରତ୍ୟେକ ଫ୍ରାଞ୍ଚାଇଜ ମାଲିକ ଗ୍ରହଣ କରିବେ ତାହା ଅଧିକ ମୂଲ୍ୟର ହେବ ଏବଂ ଯଦି ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହନ୍ତି ତେବେ ଆରଓଆଇ ମୂଲ୍ୟ ଆକାଶ ଛୁଆଁ ହୋଇପାରିବ ।

ସମ୍ବନ୍ଧିତ ଖବର