ପାନାସୋନିକର ଡିଲର୍‌ ସମ୍ମିଳନୀ

ଭୁବନେଶ୍ବର: ପାନାସୋନିକ୍ ପକ୍ଷରୁ ପୁରୀର ହୋଟେଲ୍‌ ତୋଷାଳୀ ସ୍ୟାଣ୍ଡ୍‌ ଠାରେ ଓଡ଼ିଶାର ସମସ୍ତ ଡିଲର୍‌ଙ୍କୁ ‌ନେଇ ଏକ ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ଅବସରରେ ବିକ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଡିଲର୍‌ଗୁଡ଼ିକୁ ପୁରସ୍କୃତ କରାଯାଇଛି। ରାଜ ଇଲେକ୍ଟ୍ରୋନିକ୍ସକୁ ‌ଗୋଲି ଏଲ୍‌ସିଏସ୍‌, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସକୁ ବେଷ୍ଟ ହାଇଏଣ୍ଡ୍‌ ସେଲ୍‌ସ, ପାତ୍ର ଇଲେକ୍ଟ୍ରୋନିକ୍ସକୁ ବେଷ୍ଟ ହାଇଏଷ୍ଟ୍ ଟି/ଓ, ସାଇ ୱାର୍ଲଡ୍‌କୁ ବେଷ୍ଟ୍‌ ହାଇଏଣ୍ଡ୍‌ ସେଲ୍‌ସ, ଓମ୍ ଟ୍ରେଡର୍ସକୁ ହାଇଏଷ୍ଟ୍‌ ଟି/ଓ, ଚୌଧୁରୀ ଇଲେକ୍ଟ୍ରୋନିକ୍ସକୁ ବେଷ୍ଟ୍‌ ହାଇଏଣ୍ଡ୍‌ ସେଲସ୍‌, କଳିଙ୍ଗ ଏଣ୍ଟରପ୍ରାଇଜେସ୍‌କୁ ବେଷ୍ଟ୍‌ ପରଫର୍‌ମର୍‌ ଓ ଜିଏନ୍ ଇଲେକ୍ଟ୍ରୋନିକ୍ସକୁ ହାଇଏଷ୍ଟ୍‌ ଟି/ଆଓ ଭାବେ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବନ୍ଧିତ ଖବର