ପାନାସୋନିକ୍‌ ପି୧୦୦

ପାନାସୋନିକ୍‌ ଆଣିଛି ନୂଆ ସ୍ମାର୍ଟଫୋନ୍‌ ପି୧୦୦। ଏହା ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେଉଛି। ୨ଜିବି ଫୋନ୍‌ର ମୂଲ୍ୟ ୫୯୯୯ ଟଙ୍କା ଏବଂ ୧ଜିବି ଫୋନ୍‌ର ମୂଲ୍ୟ ୫୨୯୯ ଟଙ୍କା ରହିଛି। ଏହା ୪ଟି ଆକର୍ଷଣୀୟ ରଙ୍ଗରେ ମିଳୁଛି। ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ଫୋନ୍‌ ଉପରେ ସ୍ୱତନ୍ତ୍ର ଅଫର ପ୍ରଦାନ କରାଯାଉଛି ବୋଲି ପାନାସୋନିକ୍‌ର ମୋବିଲିଟି ବ୍ୟବସାୟ ମୁଖ୍ୟ ପଙ୍କଜ ରାଣା କହିଛନ୍ତି।

ସମ୍ବନ୍ଧିତ ଖବର