ଭୁବନେଶ୍ୱର: ପାନାସୋନିକ ଇଣ୍ଡିଆ ପକ୍ଷରୁ କେବଳ ଅନଲାଇନ୍ରେ ବିକ୍ରି କରାଯାଉଥିବା କେତେକ ସ୍ମାର୍ଟଫୋନ୍କୁ ସାଧାରଣ ଖୁଚୁରା ଷ୍ଟୋର୍ଗୁଡ଼ିକରେ ବିକ୍ରି କରିବା ଆରମ୍ଭ କରାଯାଇଛି। କଂପାନିର ପି-୧୦୦, ଏଲୁଗା ରେ୯, ରେ ୫୦୦ ଏବଂ ରେ ୭୦୦ ଅଫ୍ଲାଇନ୍ ଷ୍ଟୋର୍ରେ ବିକ୍ରି ହେବ ବୋଲି କଂପାନିର ମୋବିଲିଟି ବିଭାଗ ମୁଖ୍ୟ ପଙ୍କଜ ରାଣା କହିଛନ୍ତି।
ଖୁଚୁରା ଷ୍ଟୋର୍ରେ ପାନାସୋନିକ୍ ସ୍ମାର୍ଟଫୋନ୍
/sambad/media/post_attachments/wp-content/uploads/2018/03/4c2293c5faae01ce0229cb5285bf7b19de8ac9d3.jpeg)