ନୂଆଦିଲ୍ଲୀ: ଦେଶର ଅଟୋମୋବାଇଲ୍ ଶିଳ୍ପ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛି। ଯାତ୍ରୀବାହୀ ଯାନ ବିକ୍ରି ୧୮ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ୨୦୧୯ ମେ’ରେ ୨ ଲକ୍ଷ ୩୯ ହଜାର ଯାତ୍ରୀବାହୀ ଯାନ ବିକ୍ରି ହୋଇଛି। ଗତବର୍ଷ ମେ’ରେ ବିକ୍ରି ହୋଇଥିବା ଗାଡ଼ି ତୁଳନାରେ ଏହା କମ୍। ଗତବର୍ଷ ସେହି ମାସରେ ୩ ଲକ୍ଷ ଯାତ୍ରୀବାହୀ ଯାନ ବିକ୍ରି ହୋଇଥିଲା। କାର୍, ୟୁଟିଲିଟି ଯାନ, ଏସ୍ୟୁଭି ଓ ଭ୍ୟାନ୍ଗୁଡ଼ିକୁ ଯାତ୍ରୀବାହୀ ଯାନ କୁହାଯାଉଛି।
ଯାତ୍ରୀବାହୀ ଯାନ ବିକ୍ରି ୧୮ ବର୍ଷରେ ସବୁଠୁ କମ୍
/sambad/media/post_attachments/wp-content/uploads/2019/06/interior-bus-passengers-260nw-223926013.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)