ପାତ୍ର ଇଲେକ୍‌ଟ୍ରୋନିକ୍ସରେ ଧନବର୍ଷା ଅଫର

ଭୁବନେଶ୍ବର: ପାତ୍ର ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ଦୀପାବଳି ଧନବର୍ଷା ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଏଲଇଡି ଟିଭି କିଣି ବଜାଜ୍ ପଲସର୍‌ ଓ ସୋଫା ସେଟ୍ ଘରକୁ ନେଇପାରିବେ। ଏସି ଉପରେ ଡବଲ୍‌ ବେଡ୍, ଫ୍ରିଜ୍ ଉପରେ ୱାଡ୍ରପ୍, ୱାସିଂ ମେସିନ୍ ଉପରେ ମିନିବାର୍‌ ଫ୍ରିଜ୍ ଓ ମାଇକ୍ରୋୱେଭ୍ ଉପରେ ମିକ୍ସଚର୍‌ ଗ୍ରାଇଣ୍ଡର୍‌ ପାଇପାରିବେ। ଯେକୌଣସି ବ୍ୟାଙ୍କର କ୍ରେଡିଟ୍ କାର୍ଡ ଜରିଆରେ ଗ୍ରାହକମାନେ ଜିନିଷ କିଣିପାରିବେ। ବିନା ଡାଉନ୍‌ପେମେଣ୍ଟ୍‌ରେ ମୋବାଇଲ୍ ଫୋନ୍ ଓ କ୍ୟାମେରାକୁ ସହଜ କିସ୍ତିରେ କିଣିହେବ। ଗ୍ରାହକମାନେ ପୁରୁଣା ଜିନିଷ ବଦଳାଇ ନୂଆ ନେଇପାରିବେ। ପ୍ରତିଦିନ ଲକି ଡ୍ର’ର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର