ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ସ୍ମାର୍ଟଫୋନ୍ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫର୍ ଘୋଷଣା କରିଛି। ଏବେ ଜିଓର ଗ୍ରାହକ ଥିବା ଏବଂ ନୂଆ ଗ୍ରାହକମାନେ ଉଭୟ ଏହି ଅଫରର ଲାଭ ପାଇପାରିବେ। ନୂଆ ସ୍ମାର୍ଟଫୋନ୍ କିଣିଲେ ଜିଓ ସେମାନଙ୍କୁ ୨୨୦୦ ଟଙ୍କାର କ୍ୟାସବ୍ୟାକ୍ ଦେବ। ୨୨ଟି କମ୍ପାନିର ବଛା ବଛା ମଡେଲର ସ୍ମାର୍ଟଫୋନ କିଣିଲେ ଏହି ଅଫର ମିଳିବ। ଜିଓ ଫୁଟ୍ବଲ୍ ଅଫର୍ ନାମରେ ଏହା ଆରମ୍ଭ କରାଯାଇଛି। ଆସନ୍ତା ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରିପେଡ୍ ଯୋଜନାରେ ନୂଆ ସ୍ମାର୍ଟଫୋନ୍ରେ ୧୯୮ ଟଙ୍କା ବା ୨୯୯ ଟଙ୍କାର ରିଚାର୍ଜ କରିଲେ ଏହି ଅଫର୍ ପରବର୍ତୀ ରିଚାର୍ଜ ଗୁଡ଼ିକରେ ମିଳିବ। ୫୦ ଟଙ୍କା ଲେଖାଏଁର ୪୪ଟି ଭାଉଚରରେ ଏହା ମିଳିବ।
ସ୍ମାର୍ଟଫୋନ୍ କିଣିଲେ ଜିଓ ଦେବ ୨୨୦୦ ଟଙ୍କାର କ୍ୟାସବ୍ୟାକ୍
ଏଥର ସିଟି ୟୁନିୟନ ବ୍ୟାଙ୍କ
/sambad/media/post_attachments/wp-content/uploads/2018/02/561817-reliancejio789.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)