ପେଟ୍ରୋଲ, ଡିଜେଲ ବିକ୍ରି ହ୍ରାସ

ନୂଆଦିଲ୍ଲୀ :ଦେଶରେ ଦେଖାଯାଇଥିବା କରୋନା ସଂକ୍ରମଣର ଦ୍ବିତୀୟ ଲହର ମୁକାବିଲା ଲାଗି ବିଭିନ୍ନ ରାଜ୍ୟରେ ଜାରି କରାଯାଇଥିବା କଟକଣା ଓ କାରଖାନା ଗୁଡ଼ିିକର ଉତ୍ପାଦନ ହ୍ରାସର ପ୍ରଭାବ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଉପରେ ପଡ଼ିଛି। ଏପ୍ରିଲ୍‌ର ପ୍ରଥମ ୧୫ ଦିନରେ ପେଟ୍ରୋଲ ବିକ୍ରି ୫ ପ୍ରତିଶତ ଓ ଡିଜେଲ ୩ ପ୍ରତିଶତ, ବିମାନ ଇନ୍ଧନ ୭ ପ୍ରତିଶତ ଓ ଏଲ୍‌ପିଜି ବିକ୍ରି ୬ ପ୍ରତିଶତ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର