ନୂଆଦିଲ୍ଲୀ: ଦୀର୍ଘ ୧୦ ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ଦର ଆଜି ହ୍ରାସ ପାଇଛି। ଦେଶରେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୧୦ ପଇସା କମିଥିବା ବେଳେ ଡିଜେଲ ଦର ୧୩ରୁ ୧୫ ପଇସା ମଧ୍ୟରେ ହ୍ରାସ ଘଟିଛି।
୧୦ ଦିନ ପରେ କମିଲା ପେଟ୍ରୋଲ, ଡିଜେଲ ଦର
/sambad/media/post_attachments/wp-content/uploads/2018/07/petriol-2.jpg)
ନୂଆଦିଲ୍ଲୀ: ଦୀର୍ଘ ୧୦ ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ଦର ଆଜି ହ୍ରାସ ପାଇଛି। ଦେଶରେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୧୦ ପଇସା କମିଥିବା ବେଳେ ଡିଜେଲ ଦର ୧୩ରୁ ୧୫ ପଇସା ମଧ୍ୟରେ ହ୍ରାସ ଘଟିଛି।
Join and get latest news updates delivered to you via WhatsApp