ନୂଆଦିଲ୍ଲୀ : ଦେଶ ଭିତରେ ପେଟ୍ରୋଲ୍ ଓ ଡିଜେଲ୍ର ଉପଲବ୍ଧତାକୁ ବଢ଼ାଇବା ଲାଗି ତାହାର ରପ୍ତାନି ଉପରେ ଲଗାଯାଇଥିବା କଟକଣାକୁ ବୃଦ୍ଧି କରାଯାଇଛି। ତେବେ ଏଥିପାଇଁ କୌଣସି ନିର୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ। ତେଲ କଂପାନିଗୁଡ଼ିକ ରପ୍ତାନି କରୁଥିବା ୫୦% ପେଟ୍ରୋଲ ଓ ୩୦ ପ୍ରତିଶତ ଡିଜେଲ୍କୁ ଦେଶ ଭିତରେ ବିକ୍ରି କରିବା ଲାଗି ସରକାର କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp