ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ୨୪ଟି ରାଜ୍ୟରେ ପ୍ରାୟ ୭୦ ହଜାର ପେଟ୍ରୋଲ ପମ୍ପ ମଙ୍ଗଳବାର ଦିନ ତୈଳ କମ୍ପାନିଙ୍କ ଠାରୁ ପେଟ୍ରୋଲ ଓ ଡିଜେଲ ନକିଣିବାକୁ ନିଷ୍ପତ୍ତି ନେଇଛି। ଦରରେ ବୃଦ୍ଧି ସତ୍ତ୍ବେ ସେମାନଙ୍କ କମିସନରେ ସଂଶୋଧନ କରାଯାଉ ନଥିବାରୁ ସେମାନେ ଏହି ନିଷ୍ପତ୍ତି ନେଇଛି। ତେବେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ଏଥିରେ ସାମିଲ ହୋଇନାହିଁ। ତେଣୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ସଂଜୟ ଲାଠ କହିଛନ୍ତି। ସେହିଭଳି ଦିଲ୍ଲୀ ପେଟ୍ରୋଲ ଡିଲର ସଂଘର ସଭାପତି ଅନୁରାଗ ଜୈନ କହିଛନ୍ତି, ଗ୍ରାହକମାନେ ଏହାଦ୍ବାରା ପ୍ରଭାବିତ ହେବେନାହିଁ। କାରଣ ଡିଲରମାନଙ୍କ ପାଖରେ ଦୁଇଦିନର ତେଲ ମହଜୁଦ ରହିଛି।
୨୪ ରାଜ୍ୟର ପେଟ୍ରୋଲ ପମ୍ପ୍ ଆଜି ତେଲ କିଣିବେନି, ଓଡ଼ିଶାରେ ପ୍ରଭାବ ପଡ଼ିବନି
/sambad/media/post_attachments/wp-content/uploads/2021/03/Petrol.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)