ତେଲ ଦର ଆହୁରି କମିଲା

ଭୁବନେଶ୍ବର: ପେଟ୍ରୋଲ ଏବଂ ଡିଜେଲ ଦର କମିବାରେ ଲାଗିଛି। ନୂଆବର୍ଷରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୬୭ ଟଙ୍କା ୬୬ ପଇସାକୁ ଏବଂ ଡିଜେଲ ଦର ୬୭ ଟଙ୍କା ୧୫ ପଇସାକୁ କମିଯାଇଛି। ୨୦୧୮ର ଶେଷ ଦିନ ତୁଳନାରେ ପେଟ୍ରୋଲ ଓ ଡିଜେଲ ଦରରେ ଯଥାକ୍ରମ‌େ ୧୮ ପଇସା ଓ ୨୧ ପଇସା ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର