ତେଲ ଦର ଆହୁରି କମିଲା

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଦରରେ ହ୍ରାସର ଧାରା ଦ୍ବାଦଶ ଦିନରେ ପହଞ୍ଚିଛି। ଏଥି ସହିତ ପେଟ୍ରୋଲ୍‌ର ଲିଟର ପିଛା ଦର ୮୦ ଟଙ୍କାରୁ କମ୍ ହୋଇଛି। ଦିଲ୍ଲୀରେ ପେଟ୍ରୋଲ୍ ଦର ୭୯ ଟଙ୍କା ୭୫ ପଇସା ଓ ଡିଜେଲ ଦର ୭୩ ଟଙ୍କା ୮୫ ପଇସା ରହିଛି। ମଙ୍ଗଳବାର ପାଇଁ ସହ‌ରରେ ପେଟ୍ରୋଲ୍ ଦର ୭୮ ଟଙ୍କା ୪୦ ପଇସା ଓ ଡିଜେଲ ଦର ୭୯ ଟଙ୍କା ୧୭ ପଇସା ରହିଛି।

ସମ୍ବନ୍ଧିତ ଖବର