୧୦ ଲକ୍ଷ ବ୍ୟବସାୟୀଙ୍କ ପାଖରେ ‘ଫୋନ୍‌ପେ’

ଭୁବନେଶ୍ବର : ଦେଶର ଅଗ୍ରଣୀ ‌ପେମେଣ୍ଟ୍‌ ପ୍ଲାଟଫର୍ମ ଫୋନ୍‌ପେ ୧୦ ଲକ୍ଷ ବ୍ୟବସାୟୀଙ୍କ ପାଖରେ ଅଫ୍‌ଲାଇନ୍‌ରେ ଲାଇଭ୍ ହୋଇଛି। ଏକବର୍ଷରୁ କମ ସମୟ ଭିତରେ ଏହା ଏହି ସଫଳତା ହାସଲ କରିଛି। ଫୋନ୍‌ପେ ଜରିଆରେ ବ୍ୟବସାୟୀମାନେ କାର୍ଡ ଓ ୱାଲେଟ୍‌ ଭଳି ବିଭିନ୍ନ କ୍ଷେତ୍ରରୁ ପେମେଣ୍ଟ୍‌ ଗ୍ରହଣ କରିପାରୁଛନ୍ତି।

ସମ୍ବନ୍ଧିତ ଖବର