ବଜାରରେ ପ୍ଲାଟିନମ୍ ଲଭ୍‌ ବ୍ୟାଣ୍ଡ୍‌

ଭୁବନେଶ୍ବର: ପ୍ଲାଟିନମ୍ ଡେଜ୍ ଅଫ୍ ଲଭ୍ ତରଫରୁ ପ୍ଲାଟିନମ୍ ଲଭ୍‌ ବ୍ୟାଣ୍ଡ୍‌ର ସମ୍ଭାରକୁ ଉନ୍ମୋଚନ କରାଯାଇଛି। ସେଥିରେ ୬ଟି ବ୍ୟାଣ୍ଡ୍ ରହିଛି। ଭାଲେଣ୍ଟାଇନ୍ସ ଦିବସକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏହି ଲଭ୍ ବ୍ୟାଣ୍ଡ୍‌କୁ ଉଭୟ ପୁରୁଷ ଓ ମହିଳା ବ୍ୟବହାର କରିପାରିବେ। ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡ୍‌ର ମୂଲ୍ୟ ୪୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଏହା ଉପରେ ଅଫର୍‌ ମଧ୍ୟ ରହିଛି। ଛଅ ଜଣ ଭାଗ୍ୟଶାଳୀ ଗ୍ରାହକଙ୍କୁ ବିଦେଶର ଛୁଟି ମନାଇବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର